ETV Bharat / city

ପୁରୀ ଗଜପତିଙ୍କ ସହ କଥା ହେଲେ ଅମିତ ଶାହା - Home Minister Amit Shah spoke to Gajapati Maharaja

ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜାଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଗଜପତି ମହାରାଜାଙ୍କ ସହିତ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

author img

By

Published : Jun 22, 2020, 12:49 PM IST

Updated : Jun 22, 2020, 12:58 PM IST

ଭୁବନେଶ୍ବର: ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଗୃହମନ୍ତ୍ରୀ ଗଜପତିଙ୍କ ସହ କଥା ହୋଇଥିବା ସୂଚନା । ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଗଜପତି ମହାରାଜାଙ୍କ ସହିତ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା
ଗଜପତି ମହାରାଜାଙ୍କ ସହିତ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ଆସନ୍ତାକାଲି ଘୋଷଯାତ୍ରା ଥିବାବେଳେ ବର୍ତ୍ତମାନ ରଥଯାତ୍ରା ହେବ କି ନାହିଁ ସେନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଭାରତ ସରକାରଙ୍କର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠରେ ମହାପ୍ରଭୁଙ୍କର ଅନନ୍ୟ ରଥଯାତ୍ରାର ନୀତିକ୍ରାନ୍ତି ଓ ପ୍ରକ୍ରିୟାକୁ ଚଳିତ ବର୍ଷ ମଧ୍ୟ ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେବାପାଇଁ ପ୍ରାର୍ଥନା କରିଛନ୍ତି ।

ମୋର ଦୃଢ ବିଶ୍ବାସ ହିନ୍ଦୁ ସମାଜ, ସାଢେ 4 କୋଟି ଓଡିଆ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ବିଶ୍ବାସ ଓ ଭାବାବେଗକୁ ସମ୍ମାନ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସକରାତ୍ମକ ରାୟ ପ୍ରଦାନ କରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 22, 2020, 12:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.