ETV Bharat / city

ସଟଡାଉନରେ ଘରେ ବସି ଅର୍ଡର ଦିଅନ୍ତୁ ମାଛ-ମାଂସ- ଅଣ୍ଡା - ସଟଡାଉନରେ ଘରେ ବସି ଅର୍ଡର ଦିଅନ୍ତୁ

ଆଗକୁ ଆସୁଛି ରଜ । ଏହି ସମୟରେ ଆମିଷ ଖାଇବା ନେଇ ଚିନ୍ତାରେ ପଡିଥିବା ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର । ସଟଡାଉନବେଳେ କଲ୍ ଜରିଆରେ ଅର୍ଡର ଦେଇପାରିବେ ମାଛ, ମାଂସ ଓ ଅଣ୍ଡା ।

home-delivery-facility-available-in-shutdown-period
ସଟଡାଉନରେ ଘରେ ବସି ଅର୍ଡର ଦିଅନ୍ତୁ ମାଛ-ମାଂସ- ଅଣ୍ଡା
author img

By

Published : Jun 12, 2020, 6:45 PM IST

Updated : Jun 12, 2020, 9:31 PM IST

ଭୁବନେଶ୍ବର: ଚାରିଆଡେ ମହାମାରୀ କୋରୋନାର ଆତଙ୍କ । ତେବେ ଏହି ସମୟରେ ସୁରକ୍ଷିତ ଭାବେ ଘରେ ବସି ଅର୍ଡର ଦିଅନ୍ତୁ ମାଛ, ମାଂସ ଓ ଅଣ୍ଡା । ଏନେଇ ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି ସରକାର । ଓପଲଫେଡ ଓ ଚିଲିକା ଫ୍ରେସ ଜରିଆରେ ଯୋଗାଇ ଦିଆଯିବ ଏହି ସାମଗ୍ରୀ । ଓଡିଶା ସରକାରଙ୍କ ସାପ୍ତାହିକ ସଟଡାଉନ ସମୟରେ ଘରେ ବସି କଲ୍ ଜରିଆରେ ଅର୍ଡର ଦେଇପାରିବେ ରାଜଧାନୀ ବାସିନ୍ଦା।

ସଟଡାଉନରେ ଘରେ ବସି ଅର୍ଡର ଦିଅନ୍ତୁ ମାଛ-ମାଂସ- ଅଣ୍ଡା
ସଟଡାଉନରେ ଘରେ ବସି ଅର୍ଡର ଦିଅନ୍ତୁ ମାଛ-ମାଂସ- ଅଣ୍ଡା

ଏନେଇ ସ୍ଵତନ୍ତ୍ର ନମ୍ବର ବି ପ୍ରଦାନ କରାଯାଇଛି । ଆଗକୁ ରଜ ଆସୁଥିବାରୁ ଆମିଷ ଖାଇବା ନେଇ ଚିନ୍ତାରେ ପଡିଥିବା ରାଜଧାନୀ ବାସୀଙ୍କୁ ଏହା ବେଶ ସହାୟକ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 12, 2020, 9:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.