ETV Bharat / city

ରଙ୍ଗର ପର୍ବ ହୋଲିରେ ସଭିଁଙ୍କ ଜୀବନ ହେଉ ରଙ୍ଗମୟ

ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ଭାଇଚାରା ଓ ସାମ୍ପ୍ରଦାୟିକ ସଦଦ୍ଭାବନାର ବାର୍ତ୍ତା ପ୍ରଚାର କରୁଥିବା ଏହି ପର୍ବ ପାଳନ କରିବା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସାହ ଦେଖା ଦେଇଛି।

author img

By

Published : Mar 20, 2019, 3:22 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ଭାଇଚାରା ଓ ସାମ୍ପ୍ରଦାୟିକ ସଦଦ୍ଭାବନାର ବାର୍ତ୍ତା ପ୍ରଚାର କରୁଥିବା ଏହି ପର୍ବ ପାଳନ କରିବା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସାହ ଦେଖା ଦେଇଛି। ଏମିତିକି ଏହି ପର୍ବ ଆମ ଦେଶର ଭୌଗୋଳିକ ସୀମା ସରହଦ ଡେଇଁ ବିଦେଶ ମାଟିରେ ବଡ଼ ଧୁମଧାମ ରେ ପାଳନ କରୁଥିବା ମଧ୍ୟ ଦେଖାଯାଏ ।

ରାତିପାହିଲେ ରଙ୍ଗର ପର୍ବ ହୋଲି। ନାଲି, ନେଳି ଅଭୀର ରଙ୍ଗରେ ରଙ୍ଗାୟିତ ହେବେ ସଭିଁଏ। ତେବେ ଏହି ପର୍ବକୁ ମନଖୋଲି ପାଳିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ସ୍ମାର୍ଟସିଟିରେ ହୋଲି ପାଳିବାକୁ ଲୋକମାନଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି।ରାଜଧାନୀର ହୋଲି ବେପାରୀମାନେ ଏବେଠାରୁ ନିଜର ପସରା ମେଲାଇ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି ।

ବିଭିନ୍ନ ପ୍ରକାର ଅବିର, ରଙ୍ଗ ,ପିଚକାରୀ, ମୁଖା ଓ ବିଭିନ୍ନ ପ୍ରକାର ସାମଗ୍ରୀ ଆଣି ଦୋକାନରେ ସାଇତି ରଖୁଛନ୍ତି ବ୍ୟବସାୟୀ। ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ସମସ୍ତଙ୍କ ମନପସନ୍ଦର ସାମଗ୍ରୀ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ତେବେ ବିଭିନ୍ନ ରାସାୟନିକ ରଙ୍ଗ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବାରୁ ଏଥର ସବୁ ହର୍ବାଲ ରଙ୍ଗ ବିକ୍ରି କରାଯାଉଥିବା କହିଛନ୍ତି ବ୍ୟବସାୟୀ।

ଏବେ ଖୁବ କମ ଲୋକ ରଙ୍ଗ କିଣିବାକୁ ଆସୁଥିବା ବେଳେ ଚଳିତବର୍ଷ ସବୁ ପରୀକ୍ଷା ଶେଷ ହୋଇଥିବାରୁ ଭଲ ବେପାର ହେବା ନେଇ ଆଶା ପୋଷଣ କରିଛନ୍ତି ବ୍ୟବସାୟୀ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

ରଙ୍ଗର ପର୍ବ ହୋଲିରେ ସଭିଁଙ୍କ ଜୀବନ ହେଉ ରଙ୍ଗମୟ

ଭୁବନେଶ୍ବର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ଭାଇଚାରା ଓ ସାମ୍ପ୍ରଦାୟିକ ସଦଦ୍ଭାବନାର ବାର୍ତ୍ତା ପ୍ରଚାର କରୁଥିବା ଏହି ପର୍ବ ପାଳନ କରିବା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସାହ ଦେଖା ଦେଇଛି। ଏମିତିକି ଏହି ପର୍ବ ଆମ ଦେଶର ଭୌଗୋଳିକ ସୀମା ସରହଦ ଡେଇଁ ବିଦେଶ ମାଟିରେ ବଡ଼ ଧୁମଧାମ ରେ ପାଳନ କରୁଥିବା ମଧ୍ୟ ଦେଖାଯାଏ । 

ଭିଓ-1

ରାତିପାହିଲେ ରଙ୍ଗର ପର୍ବ ହୋଲି। ନାଲି, ନେଳି ଅଭୀର ରଙ୍ଗରେ ରଙ୍ଗାୟିତ ହେବେ ସଭିଁଏ। ତେବେ ଏହି ପର୍ବକୁ ମନଖୋଲି ପାଳିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ସ୍ମାର୍ଟସିଟିରେ ହୋଲି ପାଳିବାକୁ ଲୋକମାନଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି।

 ରାଜଧାନୀର ହୋଲି ବେପାରୀମାନେ ଏବେଠାରୁ ନିଜର ପସରା ମେଲାଇ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି ।

ସରିତା ମହାରଣା

ଗ୍ରାହକ--- 00.13 ରୁ 22 26 ରୁ 34

ଭିଓ-2

ବିଭିନ୍ନ ପ୍ରକାର ଅଭିର, ରଙ୍ଗ ,ପିଚକାରୀ, ମୁଖା ଓ ବିଭିନ୍ନ ପ୍ରକାର ସାମଗ୍ରୀ ଆଣି ଦୋକାନରେ ସାଇତି ରଖୁଛନ୍ତି ବ୍ୟବସାୟୀ। ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ସମସ୍ତଙ୍କ ମନପସନ୍ଦର ସାମଗ୍ରୀ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ତେବେ ବିଭିନ୍ନ ରାସାୟନିକ ରଙ୍ଗ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବାରୁ ଏଥର ସବୁ ହର୍ବାଲ ରଙ୍ଗ ବିକ୍ରି କରାଯାଉଥିବା କହିଛନ୍ତି ବ୍ୟବସାୟୀ।

ଏନ ଗଣେଶ

ବ୍ୟବସାୟୀ

ଫାଭିଓ

ଏବେ ଖୁବ କମ ଲୋକ ରଙ୍ଗ କିଣିବାକୁ ଆସୁଥିବା ବେଳେ ଚଳିତବର୍ଷ ସବୁ ପରୀକ୍ଷା ଶେଷ ହୋଇଥିବାରୁ ଭଲ ବେପାର ହେବା ନେଇ ଆଶା ପୋଷଣ କରିଛନ୍ତି ବ୍ୟବସାୟୀ। 

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.