ETV Bharat / city

କ୍ଲାସରୁମ ଛାଡି ରାଜରାସ୍ତାରେ ଶହଶହ ଶିକ୍ଷକ - bhubaneswar news

ରାଜରାସ୍ତାରେ ଶହଶହ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ । ଆଜକୁ ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାର ଦର୍ଶାଇ ଆସୁଛନ୍ତି ଯେ, ବର୍ତ୍ତମାନ ସାରା ଓଡ଼ିଶାରେ 1ହଜାର 826 କଳା ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଛି । ସେମାନଙ୍କର କହିବା ମୁତାବକ ଯଦି ଏଥି ପ୍ରତି ସରକାର ଯଥା ଶୀଘ୍ର ପଦକ୍ଷେପ ନ ନେଲେ ଆନ୍ଦେଳନକୁ ଜୋରଦାର କରାଯିବ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 17, 2019, 11:58 AM IST

ଭୁବନେଶ୍ବର: ରାଜରାସ୍ତାରେ ଶହଶହ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ । ଆଜକୁ ଦୀର୍ଘ ବର୍ଷ ହେଲା ସରକାର ଦର୍ଶାଇ ଆସୁଛନ୍ତି ଯେ, ବର୍ତ୍ତମାନ ସମଗ୍ର ରାଜ୍ୟରେ 1ହଜାର 826 କଳା ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଛି । ଅନ୍ୟ ପଟେ ରାଜରାସ୍ତାରେ ଗଣଧାରଣା ଦେଇଛନ୍ତି ଶହଶହ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ । ନିଯୁକ୍ତି ନପାଇ ରାଜରାସ୍ତାରେ ବସିଛନ୍ତି ସେମାନେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଶିକ୍ଷାଗତ ଯୋଗ୍ୟତା ସହ ଜଣେ ଶିକ୍ଷକ ହେବା ପାଇ ସବୁ ସ୍ତରର ପରୀକ୍ଷା ଦେଇଥିଲେ ମଧ୍ୟ ଆଜି ଶିକ୍ଷିତ ବେକାରୀ ଭଳି ରାଜଧାନୀର ରାଜରାସ୍ତାରେ ବସିଛନ୍ତି। ସେମାନଙ୍କର କହିବା ଅନୁସାରେ ଯଦି ଏ ଦିଗରେ ସରକାର ଯଥା ଶୀଘ୍ର ପଦକ୍ଷେପ ନ ନେଲେ ତେବେ ଆନ୍ଦେଳନକୁ ଜୋରଦାର କରାଯିବ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜରାସ୍ତା ରେ ଗଣଧାରଣା ଦେଲେ ଶହଶହ ହିନ୍ଦୀ ,ସଂସ୍କୃତ ଓ ପି ଇ ଟି ଶିକ୍ଷକ।
ଆଜିକୁ ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାର ଦର୍ଶାଇ ଆସୁଛନ୍ତି ଯେ ବର୍ତ୍ତମାନ ସାରା ଓଡ଼ିଶାରେ 1826 କଳା ଶିକ୍ଷକ ଙ୍କ ପଦବୀ ଖାଲି ପଡ଼ିଛି। କିନ୍ତୁ ଅନ୍ୟ ପଟେ ରାଜରାସ୍ତା ରେ ଗଣଧାରଣା ଦେଲେ ଶହଶହ ହିନ୍ଦୀ ,ସଂସ୍କୃତ ଓ ପି ଇ ଟି ଶିକ୍ଷକ ନିଯୁକ୍ତି ନ ପାଇ ରାଜ ରାସ୍ତା ରେ ବସିଛନ୍ତି। ଶିକ୍ଷା ଗତ ଯୋଗ୍ୟତା ସହ ଜଣେ ଶିକ୍ଷକ ହେବା ପାଇ ସବୁ ସ୍ତର ର ପରୀକ୍ଷା ଦେଇ ଥିଲେ ମଧ୍ୟ ଆଜି ପାଠୁଆ ବେକାରୀ ଭଳି ରାଜଧାନୀ ର ରାଜ ରାସ୍ତା ରେ ବସିଛନ୍ତି ଏ ମାନେ। ଏହି ଶିକ୍ଷକ ଙ୍କ କହିବା ମୁତାବକ ଯଦି ଏଥି ପ୍ରତି ସରକାର ଯଥା ଶୀଘ୍ର ପଦକ୍ଷେପ ନ ନେଲେ ଆନ୍ଦେଳନ କୁ ତୀବ୍ର କରିବେ ବୋଲି କହିଛନ୍ତି।Body:ରାଜରାସ୍ତା ରେ ଗଣଧାରଣା ଦେଲେ ଶହଶହ ହିନ୍ଦୀ ,ସଂସ୍କୃତ ଓ ପି ଇ ଟି ଶିକ୍ଷକ।
ଆଜିକୁ ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାର ଦର୍ଶାଇ ଆସୁଛନ୍ତି ଯେ ବର୍ତ୍ତମାନ ସାରା ଓଡ଼ିଶାରେ 1826 କଳା ଶିକ୍ଷକ ଙ୍କ ପଦବୀ ଖାଲି ପଡ଼ିଛି। କିନ୍ତୁ ଅନ୍ୟ ପଟେ ରାଜରାସ୍ତା ରେ ଗଣଧାରଣା ଦେଲେ ଶହଶହ ହିନ୍ଦୀ ,ସଂସ୍କୃତ ଓ ପି ଇ ଟି ଶିକ୍ଷକ ନିଯୁକ୍ତି ନ ପାଇ ରାଜ ରାସ୍ତା ରେ ବସିଛନ୍ତି। ଶିକ୍ଷା ଗତ ଯୋଗ୍ୟତା ସହ ଜଣେ ଶିକ୍ଷକ ହେବା ପାଇ ସବୁ ସ୍ତର ର ପରୀକ୍ଷା ଦେଇ ଥିଲେ ମଧ୍ୟ ଆଜି ପାଠୁଆ ବେକାରୀ ଭଳି ରାଜଧାନୀ ର ରାଜ ରାସ୍ତା ରେ ବସିଛନ୍ତି ଏ ମାନେ। ଏହି ଶିକ୍ଷକ ଙ୍କ କହିବା ମୁତାବକ ଯଦି ଏଥି ପ୍ରତି ସରକାର ଯଥା ଶୀଘ୍ର ପଦକ୍ଷେପ ନ ନେଲେ ଆନ୍ଦେଳନ କୁ ତୀବ୍ର କରିବେ ବୋଲି କହିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.