ETV Bharat / city

ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ, ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶକ ସାଜିବ କହିଲେ ଧର୍ମେନ୍ଦ୍ର - ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ ନେଇ ବୈଠକ

ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଅଧିକ ପଢନ୍ତୁ

ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ, ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ସ୍ବାୟତ୍ତତା ପ୍ରଦାନ କରିବ କହିଲେ ଧର୍ମେନ୍ଦ୍ର

author img

By

Published : May 9, 2022, 10:55 PM IST

ଭୁବନେଶ୍ବର: ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (HECI) ଗଠନ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ଅଧିକ ସ୍ବାୟତ୍ତତା ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

  • Held extensive consultations with senior officials of @EduMinOfIndia on taking further steps for the formulation of Higher Education Commission of India (HECI). This important recommendation of NEP 2020 will be one of the many steps towards decolonization of our education system. pic.twitter.com/YaFsv2sckG

    — Dharmendra Pradhan (@dpradhanbjp) May 9, 2022 " class="align-text-top noRightClick twitterSection" data=" ">

ରାଷ୍ଟ୍ରୀୟ ଶିକ୍ଷା ନୀତି-2020ରେ ଏହି ଗୁରୁତ୍ବପୂର୍ଣ୍ଣ ସୁପାରିଶ ଆମ ଶିକ୍ଷା ବ୍ୟବସ୍ଥାର ଔପନିବେଶକରଣ ଦିଗରେ ଅନେକ ପଦକ୍ଷେପ ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଧମେନ୍ଦ୍ର ପ୍ରଧାନ ଟ୍ବଟ୍ କରି କହିଛନ୍ତି । ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ(formulation of Higher Education Commission of India ) ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ଅଧିକ ସ୍ବାୟତ୍ତତା ପ୍ରଦାନ କରିବ । ଏହାସହ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବିଶ୍ବମାନର ଏକାଡ଼େମିକ୍ ପ୍ରଦାନ କରିବ । ଶିକ୍ଷାନିଷ୍ଠାନର ଗଭର୍ଣ୍ଣାସ ଉପରେ ଦୃଷ୍ଟି ଦେବା ସହ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶକ ସାଜିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

  • HECI will provide more academic autonomy to the higher education institutions while ensuring global academic standards for all HEIs. HECI can be an overarching umbrella for guidance of all the HEIs of the country with main foucs on Institutional governance. pic.twitter.com/p5E23ThzlC

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.