ETV Bharat / city

ଟ୍ବିନ ସିଟିରେ ପ୍ରବଳ ବର୍ଷା, ଉପକୂଳ 5ଟି ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି

ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ଘଡଘଡି ସହ ବର୍ଷା ଆମ୍ଭ ହୋଇଯାଇଛି । ଏହା ବ୍ୟତୀତ ଉପକୂଳବର୍ତ୍ତି 5ଟି ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଅଧିକ ପଢନ୍ତୁ...

author img

By

Published : Aug 25, 2020, 11:14 AM IST

ଟ୍ବିନ ସିଟିରେ ପ୍ରବଳ ବର୍ଷା, ଉପକୂଳ 5ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତି 5ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ପ୍ରଭାବରେ ଟ୍ବିନ ସିଟିରେ ଘଡ ଘଡି ସହ ବର୍ଷା ଆରମ୍ଭ ହୋଇଯାଇଛି । ଉଭୟ କଟକ ଓ ଭୁବନେଶ୍ବରରେ ଘଣ୍ଟାପ୍ରତି ୨ ରୁ ୩ ମିମି ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ତେବେ ଟ୍ବିନ ସିଟିରେ ପ୍ରବଳ ବର୍ଷା ହେବା ସହ ଆକସ୍ମିକ ବନ୍ୟା ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳ ମଧ୍ୟରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲା ଦଶରଥପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.