ETV Bharat / city

ପାଣିପାଗ ବିଭାଗର ସତର୍କ ଘଣ୍ଟି, ଆହୁରି ବର୍ଷିବ - heavy rain in odisha

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Sep 19, 2019, 11:49 PM IST

ଭୁବନେଶ୍ବର: ପାଣିପାଗ ବିଭାଗର ସର୍ତକ ସୂଚନା । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର,ସୁନ୍ଦରଗଡ, ଯାଜପୁର, ଭଦ୍ରକ,ଝାରସୁଗୁଡା, ସମ୍ବଲପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା 23 ତାରିଖରେ ଉପକୂଳ ଓଡିଶାର 2ରୁ 3 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ତେବେ 24 ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନାBody:ବଙ୍ଗୋପସାଗର ରେ ସୃଷ୍ଟ ଘୁର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶ ମୁଁହା।ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ।ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, ଭଦ୍ରକ,ଝାରସୁଗୁଡା, ସମ୍ବଲପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବିଜୁଳି,ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା 23 ତାରିଖରେ ଉପକୂଳ ଓଡ଼ିଶାରେ ଦୁଇ ତିନୋଟି ସ୍ଥାନରେ ପ୍ରବଳ ବର୍ଷା ହେବ।ଚଳିତ ବର୍ଷ ଜୁନ ପହିଲାରୁ ସେପ୍ଟେମ୍ବର 20 ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ବର୍ଷା, ସହ ଅଧିକ 2 ପ୍ରତିଶତ ବର୍ଷା ହୋଇଛି।କୋରାପୁଟ, ମାଲକାନଗିରି ଏବଂ ଝାରସୁଗୁଡା ରେ ଅଧିକ 20 ପ୍ରତିଶତ ବର୍ଷା ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି।ଆସନ୍ତା 24 ଘଣ୍ଟା ଆକାଶ ମେଘାଛନ ରହିବ।ଗତ 24 ଘଣ୍ଟା ଭିତରେ ପାର୍ଲେଖମୁଣ୍ଡି ରେ ସର୍ବାଧିକ 36 ମିମି ବର୍ଷା ରେକର୍ଡ କରାଯାଇଛି।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ କୌଣସି ବାରଣ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ଵିଜ୍ଞାନ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.