ETV Bharat / city

ବର୍ଷା ବିତ୍ପାତ: ବନ୍ୟା ସ୍ଥିତି ନାହିଁ କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ - bhubaneswar news

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ହେଲେ କୌଣସି ଭୟାନକ ପରିସ୍ଥିତି ନାହିଁ । ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ କୁହାଯାଇଛି ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 25, 2019, 2:42 PM IST

ଭୁବନେଶ୍ବର: ରାଜ୍ୟରେ ଆହୁରି 24 ଘଣ୍ଟା ହେବ ବର୍ଷା । ହେଲେ କୌଣସି ଭୟାନକ ପରିସ୍ଥିତି ନାହିଁ । ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଜଳବନ୍ଦୀ କିମ୍ବା ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବିଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ସେଠାରେ 123 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହାପଛକୁ ଖୋର୍ଦ୍ଧା ରହିଛି । ପ୍ରାୟ 103 ମିଲିମିଟର ବର୍ଷା ଏଠାରେ ହୋଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବର୍ଷ ବିତ୍ପାତ ଆହୁରି 24 ଘଣ୍ଟା। ତେବେ କୌଣସି ଭୟାନକ ପରିସ୍ଥିତି ନାହିଁ। ସବୁ ଜିଲ୍ଲାପାଳ ଙ୍କୁ ଏନେଇ ସତର୍କ ରହିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଜଳବନ୍ଦୀ କିମ୍ବା ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। 123 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପଛକୁ ଖୋର୍ଦ୍ଧା ଜିଲ୍ଲା ରହିଛି। ଖୋର୍ଦ୍ଧା ଜିଲ୍ଲାରେ 103 ମିଲିମିଟର ବର୍ଷା ହୋଇଛି। Body:ସୁଦାମ ମାର୍ଣ୍ଡି, ରାଜସ୍ବ ମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.