ETV Bharat / city

ଭିମସାର ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଥା ପଚାରିବାରୁ ଏମିତି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ...

author img

By

Published : Oct 23, 2019, 5:12 PM IST

ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡିଓ ଭାଇରାଲ ଘଟଣାର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଜବ ଯୁକ୍ତି । ଶୁଣନ୍ତୁ କଣ କହୁଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗଣମାଧ୍ୟମ ବାଇଟ୍‌ ନେଲେ କଣ ଶୀଘ୍ର ଟେଲିକାଷ୍ଟ କରୁଛନ୍ତି କି । ତାକୁ ଏଡିଟ୍‌ କରୁଛନ୍ତି ପରେ ଖବର ବଜାଉଛନ୍ତି । ତେଣୁ ଆମେ ରିପୋର୍ଟ ସଂଗ୍ରହ ପରେ କାର୍ଯ୍ୟାନୁଷ୍ଠାନ ନେବୁ । ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡିଓ ଭାଇରାଲ ଘଟଣାର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏପରି ଅଜବ ଯୁକ୍ତି ବାଢିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଆରଡିସି ଓ ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦର୍ଶାଇଛନ୍ତି । ଏହାସହ ଡାକ୍ତର ଆନ୍ଦୋଳନକୁ ଡରୁଛନ୍ତି କି ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି,‘ସରକାର କାହାକୁ ଡରନ୍ତି ନାହିଁ, କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ରିପୋର୍ଟକୁ ଅପେକ୍ଷା । ଖୁବଶୀଘ୍ର ରିପୋର୍ଟ ଆସିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ।’

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବୁର୍ଲା ଭିମ୍‌ସାରରେ ଡାକ୍ତରମାନେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବୁର୍ଲା ମେଡିକାଲର ଡାକ୍ତରଙ୍କ ଭିଡ଼ିଓ ଭାଇରଲ ପ୍ରସଙ୍ଗ
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା । Rdc ଓ ଜିଲ୍ଲାପାଳଙ୍କ ରିପୋର୍ଟ ଆସିଲା ପରେ କାର୍ଯ୍ୟନୁଷ୍ଠାନ ହେବ । Body:କାର୍ଯ୍ୟନୁଷ୍ଠାନରେ କିଛି ବିଳମ୍ବ ହେଉନି ବୋଲି ବିତଣ୍ଡା ଯୁକ୍ତି ବାଢିଛନ୍ତି ନବଦାସ ।ଗଣମାଧ୍ୟମ byte ନେଲେ କଣ ଶୀଘ୍ର ଟେଲିକାଷ୍ଟ କରୁଛନ୍ତିକି । ତାକୁ edit କରୁଛନ୍ତି ପରେ ଖବର ବଜାଉଛନ୍ତି । ତେଣୁ ଆମେ ରିପୋର୍ଟ ସଂଗ୍ରହ ପରେ କାର୍ଯ୍ୟାନୁଷ୍ଠାନ ନେବୁ ।ଡାକ୍ତର ଆନ୍ଦୋଳନ କୁ ଡରୁଛନ୍ତି କି ପ୍ରଶ୍ନ ରେ ନବ କହିଛନ୍ତି ଯେ , ସରକାର କାହାକୁ ଡରନ୍ତି ନାହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଇନ୍ୟୁକାରୀ ରିପୋର୍ଟ କୁ ଅପେକ୍ଷା ।ଖୁବଶୀଘ୍ର ରିପୋର୍ଟ ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Conclusion:ସୂଚନା ଅନୁସାରେ ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼ ଘଟଣା ସୋମବାର ଭାଇରାଲ ହୋଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.