ETV Bharat / city

ସତର୍କ କଲେ ମନ୍ତ୍ରୀ: ସ୍ଥିତି ବିଗିଡିଲେ ପୁଣି ଫେରିବ ଲକଡାଉନ - କୋରୋନା ସ୍ଥିତି ନେଇ ନବ ଦାସ ପ୍ରତିକ୍ରିୟା

କୋରୋନା ଅପଡେଟ:  ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ

author img

By

Published : Feb 22, 2021, 1:29 PM IST

Updated : Feb 22, 2021, 2:06 PM IST

13:23 February 22

କୋରୋନା ଅପଡେଟ: ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ

କୋରୋନା ଅପଡେଟ: ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: କୋରନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ପରିସ୍ଥିତି ବିଗିଡିଲେ ହୋଇପାରେ ଲକଡାଉନ ।  ସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର । ଲୋକାଙ୍କୁ ସଚେତନ କରାଯାଉଛି । 

ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଛି । କୋଭିଡ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଟେଷ୍ଟିଂ ବଢାଇବାକୁ ଦେଲେ ସୂଚନା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ 

Last Updated : Feb 22, 2021, 2:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.