ETV Bharat / city

ବିଦେଶରେ ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଦେଶରେ ତୃତୀୟ ଲହର ଆସିବା ପୂର୍ବରୁ ଆନ୍ୟ ଦେଶମାନଙ୍କରେ ଡେଲଟା ଭାଇରସର ପ୍ରକୋପ ବୃଦ୍ଧି ସମ୍ପକରେ ସୂଚନା ଦେବା ସହ କୋଭିଡ ନିୟମ ପାଳନ କଲେ ଆମେ ତୃତୀୟ ଲହରକୁ ହରାଇ ପାରିବା ବୋଲି କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

ବିଦେଶରେ ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ
ବିଦେଶରେ ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ
author img

By

Published : Aug 8, 2021, 4:14 PM IST

ଭୁବନେଶ୍ବର: କୋଭିଡର ଅନୁରୂପ ନିୟମ ଆମକୁ ମାନିବାକୁ ହେବ । ଏହାଛଡ଼ା ସେଠାରେ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ହିଁ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏବେ ସେଠାରେ ବୁଷ୍ଟର ଡୋଜ ପାଇଁ ପ୍ଲାନ କରୁଛନ୍ତି ସରକାର ।

ବିଦେଶରେ ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଇସ୍ରାଏଲ ସମେତ କିଛି ଦେଶରେ ବୁଷ୍ଟର ଡୋଜ ଦେବା ଆରମ୍ଭ କଲେଣି । ସେସବୁ ଦେଶରେ ଡେଲଟା ଭାଇରସର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆମ ଦେଶରେ ଡେଲଟା ଦ୍ବାରା ଅନେକ ଲୋକ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ୭୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି । ତେବେ ଆଗାମୀ 3-4 ମାସ ମଧ୍ୟରେ ଆମେ ହାର୍ଡ ଇମ୍ୟୁନିଟି ଆଡକୁ ଯାଉ । ଚଳିତ ମାସରେ ଆମର ଟୀକାକରଣ ଅଭିଯାନ ତ୍ବାରାନ୍ବିତ ହେବ। ଏବେ ଦେଶରେ ସଂକ୍ରମଣ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ।

ସେପଟେ କେରଳରେ ବି ପଜିଟିଭ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଆଗକୁ ଦେଶରେ ସଂକ୍ରମଣ ସଖ୍ୟା ହ୍ରାସ ପାଇବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ତେଣୁ ଦେଶରେ ତୃତୀୟ ଲହର ଏ ଯାଏଁ ଆସିନାହିଁ । ଏବେ ବି ଆମେ ଦ୍ଵିତୀୟ ଲହରରେ ଅଛନ୍ତି । ଏହାକୁ ନେଇ ଆମେ ଅଧିକ ମାତ୍ରାରେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସେ ମଧ୍ୟ କହିଛନ୍ତି କି କୋଭିଡ ନିୟମକୁ ଆମେ ସଠିକ୍ ରୂପେ ଅନୁପାଳନ କଲେ ଯଦି ବି ଆମ ଦେଶରେ ତୃତୀୟ ଲହର ଆସେ, ତେବେ ସଂକ୍ରମଣ ଆମ ପାଇଁ ଅତ୍ୟଧିକ ମାରାତ୍ମକ ହେବନି ବୋଲି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.