ETV Bharat / city

ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି - ସ୍ବାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା

ରାଜ୍ୟରେ କୋଭିଡ ପରିଚାଳନା ଲାଗି ସ୍ବାସ୍ଥ୍ୟ ବିଭାଗ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଅଧିକ ପଢନ୍ତୁ...

କୋଭିଡ ପରିଚାଳନା: ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି

author img

By

Published : May 8, 2021, 9:24 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । କୋଭିଡ଼ ପରିଚାଳନା ପାଇଁ ସରକାର ଡାକ୍ତରଙ୍କୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଏକ ଡାକ୍ତର ଛାତ୍ରଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ ସୁପରିଚାଳନା ଲାଗି ଓ ଏଚ.ଏମ.ଏସ, ଓ.ଏମ.ଇ.ଏସ କ୍ୟାଡର, ଆୟୁଷ, ଡେଣ୍ଟାଲ, ପିଜି ଡାକ୍ତରୀ ଛାତ୍ରଙ୍କୁ ରାଜ୍ୟ ସରକାର ନିଜ ଅଧୀନକୁ ଆଣିଛନ୍ତି । ରାଜ୍ୟରେ କୋଭିଡ ପରିଚାଳନା ପାଇଁ ଆବଶ୍ୟକତା ଅନୁସାରେ ସରକାରୀ ଡାକ୍ତରଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.