ETV Bharat / city

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8516 ଆକ୍ରାନ୍ତ

author img

By

Published : Jun 11, 2021, 7:14 PM IST

ରାଜ୍ୟରେ 24 ଘଣ୍ଟାରେ 8516 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 7,81,488 ରୋଗୀ ସୁସ୍ଥ ହେଲେଣି । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8516 ଆକ୍ରାନ୍ତ
24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8516 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ 24 ଘଣ୍ଟାରେ 8516 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 7,81,488 ରୋଗୀ ସୁସ୍ଥ ହେଲେଣି ।

ଖୋର୍ଦ୍ଧାରୁ 1118, କଟକରୁ 738, ଅନୁଗୋଳରୁ 203, ଢେଙ୍କାନାଳରୁ 485, ସୁନ୍ଦରଗଡରୁ 473, ନୂଆପଡାରୁ 50, ଝାରସୁଗୁଡାରୁ 80, ବଲାଙ୍ଗିରରୁ 89, ପୁରୀରୁ 437, ବରଗଡରୁ 181, ସମ୍ବଲପୁରରୁ 160, କଳାହାଣ୍ଡିରୁ 182, ଗଞ୍ଜାମରୁ 49, ବାଲେଶ୍ବରରୁ 564, ରାୟଗଡାରୁ 369, ମୟୂରଭଞ୍ଜରୁ 556, ନୟାଗଡ଼ରୁ 224, ଯାଜପୁରରୁ 514, ଭଦ୍ରକରୁ 144, କେନ୍ଦ୍ରାପଡାରୁ 221, ସୋନପୁରରୁ 132, କେନ୍ଦୁଝରରୁ 173, କୋରାପୁଟରୁ 168, ଜଗତସିଂହପୁରରୁ 256, ନବରଙ୍ଗପୁରରୁ 215, ବୌଦ୍ଧରୁ 254, କନ୍ଧମାଳରୁ 70, ଦେବଗଡରୁ 71, ଗଜପତିରୁ 56, ମାଲକାନଗିରିରୁ 99 ଏବଂ ଷ୍ଟେଟ ପୋଲରୁ 185 ଜଣ ସୁସ୍ଥ ହୋଇଛନ୍ତି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.