ETV Bharat / city

ଆସନ୍ତାକାଲିଠାରୁ ଶତପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

author img

By

Published : Jan 31, 2022, 10:42 PM IST

ଶତ ପ୍ରତିଶତ କର୍ମଚାରୀ ନେଇ ସରକାରୀ କାର୍ଯ୍ୟାଳୟ ଚାଲିବାକୁ ଅନୁମତି ଦେଲେ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅଧିକ ପଢନ୍ତୁ

Govt office function  full strength on february fist
କାଲିଠାରୁ ଶତପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ବର : ଫେବୃଆରୀ 1 ରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କୋରୋନା ମହାମାରୀର ତୃତୀୟ ଲହରୀକୁ ନେଇ କଟକଣାରେ ଚାଲିଥିଲା ଅଫିସ କାର୍ଯ୍ୟ ।

ଶତ ପ୍ରତିଶତ କର୍ମଚାରୀ ନେଇ ସରକାରୀ କାର୍ଯ୍ୟାଳୟ ଚାଲିବାକୁ ଅନୁମତି ଦେଲେ ସରକାର । ଫେବୃଆରୀ 1 ତାରିଖରୁ ସ୍ୱାଭାବିକ ଢଙ୍ଗରେ ସରକାରୀ ଅଫିସ ଚାଲିବ। କୋଭିଡ ସଂକ୍ରମଣ ଖସୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.