ETV Bharat / city

ଧାନମଣ୍ଡିରେ କୃଷକଙ୍କୁ ଶୋଷଣ କରୁଛନ୍ତି ସରକାର: ବିଜେପି

author img

By

Published : Jan 8, 2021, 5:21 PM IST

ବାଲିଅନ୍ତା ବ୍ଲକ ଖମଙ୍ଗ ଶାସନ ସ୍ଥିତ କାକରୁଦ୍ରପୁର ଧାନମଣ୍ଡିରେ ଚାଷୀଙ୍କ ସହ ସିଧା ଆଲୋଚନା କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଓ ସଭାପତି । ଅଧିକ ପଢନ୍ତୁ...

ଧାନମଣ୍ଡିରେ କୃଷକଙ୍କୁ ଶୋଷଣ କରୁଛନ୍ତି ସରକାର
ଧାନମଣ୍ଡିରେ କୃଷକଙ୍କୁ ଶୋଷଣ କରୁଛନ୍ତି ସରକାର

ଭୁବନେଶ୍ବର: ଧାନ କିଣାବିକା ନେଇ ଚାଷୀଙ୍କ ସହ ସିଧାସଳଖ କଥା ହେଲେ ବିଜେପି ସହ ପ୍ରଭାରୀ ଓ ସଭାପତି । ରାଜ୍ୟ ବିଜେପି ସହପ୍ରଭାରୀ ବିଜୟ ପାଲ ସିଂତୋମାର ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଧାନମଣ୍ଡି ପରିଦର୍ଶନ କାର୍ଯ୍ୟକ୍ରମ ରହିଥିଲା। ବାଲିଅନ୍ତା ବ୍ଲକ ଖମଙ୍ଗ ଶାସନ ସ୍ଥିତ କାକରୁଦ୍ରପୁର ଧାନମଣ୍ଡିରେ ଚାଷୀଙ୍କ ସହ ସିଧା ଆଲୋଚନା କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଓ ସଭାପତି ।

ଧାନମଣ୍ଡିରେ କୃଷକଙ୍କୁ ଶୋଷଣ କରୁଛନ୍ତି ସରକାର

ଧାନ କ୍ବିଣ୍ଟାଲ ପିଛା 1868 ଟଙ୍କା କରିଥିବାରୁ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ହୋଇଛି । କିନ୍ତୁ ରାଜ୍ୟ ସରକାର ଆଉ ମିଲର କିଶାନ ମାନଙ୍କୁ ଶୋଷଣ କରୁଛନ୍ତି ବୋଲି ସେ ଅଭିଯୋଗ କହିଛନ୍ତି। ଧାମମଣ୍ଡି ପରିଦର୍ଶନ ବେଳେ କିଶାନମାନଙ୍କ ସହ ଆଲୋଚନା କରିଛନ୍ତି ତୋମାର ଏବଂ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଧାନ କ୍ବିଣ୍ଟାଲ ପିଛା ୨ରୁ ୧୦ କିଲୋ କଟନିଛଟନି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ତୋମାର।

ଏହାସହ ଟୋକନ ସଠିକ ସମୟରେ ମିଳୁ ନଥିବା ସେ କହିଛନ୍ତି । ଏବଂ କେନ୍ଦ୍ର ସରକାର ଲାଗୁ କରିଥିବା ଏମଏସପି କାହିଁକି ମିଳୁନି ବୋଲି ସେ ପ୍ରଶ୍ନ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.