ETV Bharat / city

ଛାଡପତ୍ର ପାଇଁ ଚାଲିଥିବା ମାମଲାରେ ମହିଳାଙ୍କୁ ମିଳିବ ପେନସନ

ଏଣିକି ଛାତ୍ରପତ୍ର ମାମଲା ଚାଲିଥିଲେ ମହିଳାଙ୍କୁ ମିଳିବ ପେନସନ । ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ମଧୁବାବୁ ପେନସନ ଯୋଜନାରେ ଛାଡପତ୍ର ମାମଲା ଚାଲିଥିବା ମହିଳାଙ୍କୁ ଏହି ସୁବିଧା ଯୋଗାଇ ଦେବେ ସରକାର ।

ଫାଇଲ ଫଟୋ
author img

By

Published : Sep 14, 2019, 8:43 PM IST

ଭୁବନେଶ୍ବର: ଏଣିକି ଛାତ୍ରପତ୍ର ମାମଲା ଚାଲିଥିଲେ ମହିଳାଙ୍କୁ ମିଳିବ ପେନସନ । ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ମଧୁବାବୁ ପେନସନ ଯୋଜନାରେ ଛାଡପତ୍ର ମାମଲା ଚାଲିଥିବା ମହିଳାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଭିନ୍ନକ୍ଷମ ସାମାଜିକ ନ୍ୟାୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାର୍ଷିକ ୪୦ହଜାରରୁ କମ ଆୟ ଥିବା ମହିଳାଙ୍କୁ ଛାଡପତ୍ର ମାମଲା ଚାଲିଥିଲେ ଏହି ପେନସନ ଯୋଗାଇ ଦିଆଯିବ । ତେବେ ସଂପୃକ୍ତ ମହିଳା ମାନେ ପେନସନ ପାଇବାକୁ ହେଲେ ଛାଡପତ୍ର ସଂପର୍କିତ ପ୍ରମାଣ ପତ୍ର ଦେଖାଇବାକୁ ପଡିବ । ସୂଚନା ଅନୁସାରେ ସିଙ୍ଗଲ ଓମେନ ମାନଙ୍କୁ ପୂର୍ବରୁ ମଧୁବାବୁ ପେନସନ ଦିଆଯାଉଛି ।

ଏହାସହ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ମଧ୍ୟ ବିଭିନ୍ନ ହସ୍ପିଟାଲରେ ମିଳୁଥିବା ବେଳେ ଏବେ ଏକ ପାନେଲ ତିଆରି ହୋଇଛି ଯାହା ଫଳରେ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇବା ରେ ବିଳମ୍ବ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଛାତ୍ରପତ୍ର ମାମଲା ଚାଲିଥିଲେ ମହିଳାଙ୍କୁ ମିଳିବ ପେନସନ । ଖୁବଶୀଘ୍ର ନିଷ୍ପତି ନିଆଯାଇ ମଧୁବାବୁ ପେନସନ ଯୋଜନାରେ ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।ଏହା ସହ ଛାତ୍ରପତ୍ର ମାମଲା ଚାଲିଥିବା ବେଳେ ମହିଳାଙ୍କୁ ପେନସନ ମିଳିବ । ବାର୍ଷିକ ୪୦ହଜାରରୁ କମ ଆୟ ଥିବା ମହିଳାଙ୍କ ଛାଡ଼ପତ୍ର ମାମଲା ଚାଲିଥିଲେ ଏହି ପେନସନ ଯୋଗାଇ ଦିଆଯିବ । Body:ମଧୁବାବୁ ପେନସନ ଯୋଜନାରେ ମହିଳାଙ୍କୁ ଏହି ସୁବିଧା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମହିଳା ଛାଡ଼ପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ର ଦେବେ । ପେନସନ ପ୍ରଦାନ ପାଇଁ ପ୍ରକ୍ରିୟା ଚାଲିଛି । ତର୍ଜମା କରାଯାଇ ଖୁବଶୀର୍ଘ ନିଷ୍ପତି ନିଆଯିବ ବୋଲି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

Conclusion:ସୂଚନା ଅନୁସାରେ ସିଙ୍ଗଲ ଓମେନ ମାନଙ୍କୁ ପୂର୍ବରୁ ମଧୁବାବୁ ପେନସନ ଦିଆଯାଉଛି ।ଦିବ୍ୟାଙ୍ଘ ସାର୍ଟିଫିକେଟ ପାଇଁ ମଧ୍ୟ ବିଭିନ୍ନ ହସ୍ପିଟାଲରେ ମିଳିଥିବା ବେଳେ ଏବେ ଏକ ପାନେଲ ତିଆରି ହୋଇଛି ଯାହା ଫଳରେ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇବା ରେ ବିଳମ୍ବ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.