ETV Bharat / city

ସ୍ବାଧିନତା ଦିବସରେ ହେବ ନାହିଁ ଆଟ ହୋମ ରିସେପସନ: ରାଜ୍ୟପାଳ

କୋଭିଡ ନିୟମକୁ କଡାକଡି କରାଯିବ । ସ୍ବାଧିନତା ଦିବସରେ ଆଟ ହୋମ ରିସେପସନ ହେବ ନାହିଁ ବୋଲି ରାଜ୍ୟପାଳ ଡ. ଗଣେଶୀ ଲାଲ ଟ୍ବିଟ ମାଧ୍ୟମରେ ଜଣାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍ବାଧିନତା ଦିବସରେ ହେବ ନାହିଁ ଆଟ ହୋମ ରିସେପସନ

author img

By

Published : Jul 24, 2020, 9:29 PM IST

ଭୁବନେଶ୍ବର: କୋରୋନା ପାଇଁ ସମସ୍ତ ବଡ ବଡିଆ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଥିବା ବେଳେ ସ୍ବାଧିନତା ଦିବସ ପାଳନ ହେବା ନେଇ ଘୋଷଣା କରାଯାଇଛି । ତେବେ କୋଭିଡ ନିୟମକୁ କଡାକଡି କରାଯିବ । ସ୍ବାଧିନତା ଦିବସରେ ଆଟ ହୋମ ରିସେପସନ ହେବ ନାହିଁ ବୋଲି ରାଜ୍ୟପାଳ ଡ. ଗଣେଶୀ ଲାଲ ଟ୍ବିଟ ମାଧ୍ୟମରେ ଜଣାଇଛନ୍ତି ।

ସ୍ବାଧିନତା ଦିବସରେ ହେବ ନାହିଁ ଆଟ ହୋମ ରିସେପସନ
ସ୍ବାଧିନତା ଦିବସରେ ହେବ ନାହିଁ ଆଟ ହୋମ ରିସେପସନ

ସ୍ବାଧିନତା ଦିବସରେ ସାମାଜିକ ଦୂରତା ରକ୍ଷାକରିବା ସହ ମାସ୍କ ପିନ୍ଧିବା ନେଇ ବାଧ୍ୟତାମୂଳକ କରାଯାଇଛି । ସେହିପରି ଅଧିକ ଗହଳି ହେବ ନାହିଁ । ଅଳ୍ପ ସଂଖ୍ୟାକ ଲୋକରେ ଏହି ଦିବସ ପାଳନ କରାଯିବ । ସୂଚନା ଥାଉକି ଗତକାଲି ସ୍ବାଧିନତା ଦିବସ ପାଳନ ହେବା ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଗୃହମନ୍ତ୍ରାଳୟ ଚିଠି ଲେଖିଥିଲା । ସେପଟେ ଆଟ ହୋମ ରିସେପସନ ହେବ ନା ନାହିଁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.