ଭୁବନେଶ୍ବର: ରାଜ୍ୟପାଳ ଗଣେଶୀ ଲାଲ ଶୁକ୍ରବାର ଦୁଇଟି ନିୟମକୁ ଅନୁମୋଦନ କରିଛନ୍ତି । ଦୀର୍ଘଦିନ ପରେ ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ନିୟମକୁ ଅନୁମୋଦନ ମିଳିଛି ।
ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) 2020 ଏବଂ ଓଡିଶା ଆଡଭୋକେଟ୍ କଲ୍ୟାଣ ପାଣ୍ଠି (ସଂଶୋଧନ) ନିୟମାବଳୀ, 2020 କୁ ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ