ETV Bharat / city

କମାଲ କଲେ ଓଡିଆ ପୁଅ ୱିଙ୍ଗ କମାଣ୍ଡର ନିଖିଲ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ - IAF Wing Commander Nikhil Rath

ଇସ୍ରୋର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ପାଇଁ ସର୍ଟଲିଷ୍ଟ ହୋଇ ଚର୍ଚ୍ଚାରେ ରହିଛନ୍ତି ଓଡିଆ ପୁଅ ତଥା ୱିଙ୍ଗ କମାଣ୍ଡର ନିଖିଲ ରଥ। ଖୁସି ବ୍ୟକ୍ତି କରି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଶୁଭେଚ୍ଛା ଜଣାଇଛନ୍ତି।

କମାଲ କଲେ ଓଡିଆ ପୁଅ ୱିଙ୍ଗ କମାଣ୍ଡର ନିଖିଲ, ରାଜ୍ୟପାଳଙ୍କ ଶୁଭେଚ୍ଛା

author img

By

Published : Aug 9, 2020, 9:48 AM IST

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଓଡିଆ ପୁଅ। ଗୋଟିଏ ପଟେ ଦେଶର ପାୱାରଫୁଲ ଗାଦିରେ ପାଞ୍ଚ ଓଡିଆ ରହି ସମସ୍ତ ଦାୟିତ୍ବ ସମ୍ଭାଳୁଥିବା ବେଳେ ଏବେ ଆଉ ଜଣେ ଓଡିଆଙ୍କ ସଫଳତା ରାଜ୍ୟର ସମ୍ମାନ, ଭାବମୂର୍ତ୍ତୀ ବଢାଇ ଦେଇଛି।

ଇସ୍ରୋର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ପାଇଁ ସର୍ଟଲିଷ୍ଟ ହୋଇ ଚର୍ଚ୍ଚାରେ ରହିଛନ୍ତି ଓଡିଆ ପୁଅ ତଥା ୱିଙ୍ଗ କମାଣ୍ଡର ନିଖିଲ ରଥ। ବଲାଙ୍ଗୀର ସହର ସୁଦପଡାରେ ଜନ୍ମିତ ନିଖିଲଙ୍କ ନାଁ 2022 ମସିହାରେ ହେବାକୁ ଥିବା ଗଗନଯାନ ଅଭିଯାନ ପାଇଁ ସର୍ଟଲିଷ୍ଟ ହୋଇଛି। ଏହି ଖବର ମିଳିବା ପରେ ନିଖିଲଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

  • Hon'ble Governer is extremely delighted to know that #Odisha born IAF Wing Commander Nikhil Rath has been shortlisted for the ambitious first human mission to space #Gaganyaan of @isro. The Governor congratulates & wishes him success in the upcoming one year training in Russia.

    — Governor Odisha (@GovernorOdisha) August 8, 2020 " class="align-text-top noRightClick twitterSection" data=" ">

ଏଥିରେ ଖୁସି ବ୍ୟକ୍ତି କରି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି। ରୁଷିଆରେ ଆଗାମୀ ଏକ ବର୍ଷ ପ୍ରଶିକ୍ଷଣ ପାଇଁ ରାଜ୍ୟପାଳ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ ମଧ୍ୟ ନିଖିଲଙ୍କ ଆଗାମୀ ଭବିଷ୍ୟତର ଉତ୍ତରୋତ୍ତର କାମନା କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.