ETV Bharat / city

ସରକାରଙ୍କ ଦୋମୁହାଁ ନୀତି, ଅବସରପ୍ରାପ୍ତଙ୍କୁ ପୁଣି ଦୋହରା ନିଯୁକ୍ତି

author img

By

Published : Jul 13, 2020, 11:32 PM IST

ଗତ ଜୁଲାଇ 7 ତାରିଖରେ ରାଜ୍ୟରେ ଅବସରପ୍ରାପ୍ତ ଅଧିକାରୀ ପୁନଃ ନିଯୁକ୍ତି ପାଇବେ ନାହିଁ ବୋଲି ରାଜ୍ୟ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା । ହେଲେ ବିଜ୍ଞପ୍ତି ପ୍ରକାଶ ପାଉ ପାଉ ନିଯୁକ୍ତି ପାଇଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ ଶ୍ରୀଭୂଷଣ ଶୁକ୍ଳା ।

government's u turn, reappointment retired officers, state finance department, state government latest notice, bhubaneswar latest news, ସରକାରଙ୍କ ଦୋମୁହାଁ ନୀତି, ଅବସରପ୍ରାପ୍ତଙ୍କୁ ଦୋହରା ନିଯୁକ୍ତି, ରାଜ୍ୟ ଅର୍ଥ ବିଭାଗ ବିଜ୍ଞପ୍ତି, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟ ସରକାର ଲାଟେଷ୍ଟ ବିଜ୍ଞପ୍ତି
ସରକାରଙ୍କ ଦୋମୁହାଁ ନୀତି, ଅବସରପ୍ରାପ୍ତଙ୍କୁ ପୁଣି ଦୋହରା ନିଯୁକ୍ତି

ଭୁବନେଶ୍ବର: ଗତ ଜୁଲାଇ 7 ତାରିଖରେ ରାଜ୍ୟରେ ଅବସରପ୍ରାପ୍ତ ଅଧିକାରୀ ପୁନଃ ନିଯୁକ୍ତି ପାଇବେ ନାହିଁ ବୋଲି ରାଜ୍ୟ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା । ହେଲେ ବିଜ୍ଞପ୍ତି ପ୍ରକାଶ ପାଉ ପାଉ ନିଯୁକ୍ତି ପାଇଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ ଶ୍ରୀଭୂଷଣ ଶୁକ୍ଳା । କଥା ଏତିକିରେ ସରିନାହିଁ । 10 ତାରିଖରେ ଖଣି ଓ ଇସ୍ପାତ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବର୍ଷକ ପାଇଁ ନିଯୁକ୍ତି ପାଇଛନ୍ତି ଚର୍ଚ୍ଚି ଅଫିସର ଦୀପକ ମହାନ୍ତି ।

ବଡ ବଡ଼ିଆଙ୍କ ଅବସର ପରେ ବି ଚାକିରି ସରୁନି । ଫଳର ଅଷ୍ଟମ ଥର ପାଇଁ ପୁନଃ ନିଯୁକ୍ତି ପାଇଛନ୍ତି ଦୀପକ ମହାନ୍ତି । ପୂର୍ବରୁ ଅବସର ପରେ ବି ସାତ ଥର ପୁନଃ ନିଯୁକ୍ତି ପାଇସାରିଥିଲେ ଦୀପକ । ବିଜ୍ଞପ୍ତିର ଲେଖାକୁ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ପାଇଁ ବଦଳା ଯାଉଥିବା ଦେଖାଯାଉଛି । ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ନଦେବା ପାଇଁ ଗୋଟିଏ ପଟେ ନିର୍ଦ୍ଦେଶନାମ ପ୍ରକାଶ ପାଇଥିବା ବେଳେ ଅନ୍ୟପଟେ ସମାନ୍ତରାଳ ଭାବରେ ନିଯୁକ୍ତି ବି ଦିଆ ଚାଲିଛି ।

ଯାହା ସରକାରଙ୍କ ଦୋମୁହାଁ ନୀତିକୁ ସୂଚାଉଛି । ଗୋଟିଏ ପଟେ ଯୁବଗୋଷ୍ଠୀ ଚାକିରୀ ଆଶାରେ ଅପେକ୍ଷା କରି ସମୟ କାଟୁଛନ୍ତି, ଅନ୍ୟପଟେ କିନ୍ତୁ ଅବସରପ୍ରାପ୍ତ କର୍ମଚାରୀ ଥଇଥାନ ହୋଇ ଚାଲିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.