ETV Bharat / city

ରଥଯାତ୍ରାକୁ ନେଇ ଜରୁରୀକାଳୀନ କ୍ୟାବିନେଟ ଡାକିଲେ ସରକାର

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ । ସନ୍ଧ୍ୟା 7 ଟା 45 ମିନିଟ୍‌ରେ ବୈଠକ ଡାକିଲେ ସରକାର ।

ରଥଯାତ୍ରାକୁ ନେଇ ଜରୁରୀକାଳୀନ କ୍ୟାବିନେଟ ଡାକିଲେ ସରକାର
ରଥଯାତ୍ରାକୁ ନେଇ ଜରୁରୀକାଳୀନ କ୍ୟାବିନେଟ ଡାକିଲେ ସରକାର
author img

By

Published : Jun 18, 2020, 2:18 PM IST

ଭୁବନେଶ୍ବର: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ । ସନ୍ଧ୍ୟା 7 ଟା 45 ମିନିଟ୍‌ରେ ବୈଠକ ଡାକିଲେ ସରକାର । କ୍ୟାବିନେଟ ବୈଠକରେ ଉପସ୍ଥିତ ରହିବେ ଆଡଭୋକେଟ ଜେନେରାଲ ଅଶୋକ ପରିଜା ।

ସେହିପରି ବୈଠକରେ ଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧକ୍ଷ ସୁରେଷ ମହାପାତ୍ର, ମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଓ ଆଇନ ସଚିବ ବି ବୈଠକରେ ରହିବେ ଉପସ୍ଥିତ । ପରବର୍ତ୍ତୀ ପନ୍ଥା ନେଇ କ୍ୟାବିନେଟରେ କରାଯିବ ଆଲୋଚନା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.