ETV Bharat / city

କୋରୋନା ଯୋଦ୍ଧାଙ୍କୁ ମିଳିବ ଉନ୍ନତ ଚିକିତ୍ସା, ଘୋଷଣା କଲେ ସରକାର - କୋରୋନା ଯୋଦ୍ଧାଙ୍କୁ ମିଳିବ ଉନ୍ନତ ଚିକିତ୍ସା

ରାଜ୍ୟର କୋଭିଡ ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଡାକ୍ତର, ନର୍ସ, ସାମ୍ବାଦିକ ଏବଂ ସମସ୍ତ କୋଭିଡ ଯୋଦ୍ଧା ଅଶ୍ବିନୀ କୋଭିଡ ହସ୍ପିଟାଲରେ ପାଇବେ ଉନ୍ନତ ସ୍ବାସ୍ଥ୍ୟ ଚିକିତ୍ସା । ଅଧିକ ପଢନ୍ତୁ...

Corona warriors
Corona warriors
author img

By

Published : Nov 18, 2020, 9:21 PM IST

ଭୁବନେଶ୍ବର: ରାଜ୍ୟର କୋଭିଡ ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଡାକ୍ତର, ନର୍ସ, ସାମ୍ବାଦିକ ଏବଂ ସମସ୍ତ କୋଭିଡ ଯୋଦ୍ଧା ଅଶ୍ବିନୀ କୋଭିଡ ହସ୍ପିଟାଲରେ ପାଇବେ ଉନ୍ନତ ସ୍ବାସ୍ଥ୍ୟ ଚିକିତ୍ସା । ଆଜି ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି ।

କୋରୋନା ଯୋଦ୍ଧାଙ୍କୁ ମିଳିବ ଉନ୍ନତ ଚିକିତ୍ସା, ଘୋଷଣା କଲେ ସରକାର

ସେପଟେ ଶୀତଳପଲ୍ଲୀ କୋଭିଡ ହସପିଟାଲକୁ ବନ୍ଦ କରିବେ ରାଜ୍ୟ ସରକାର । ଏନେଇ ହାଇଟେକ୍ ମେଡିକାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାରେ କୋଭିଡ୍ ରୋଗୀ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାସହ ସେଠାରେ ଆଉ ନୂଆ ରୋଗୀ ମାନଙ୍କୁ ଆଡମିଶନ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ନଭେମ୍ବର ୩୦ରୁ ଏହି ହସପିଟାଲ ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇଥିବାବେଳେ ଅଶ୍ବିନୀ କୋଭିଡ ହସ୍ପିଟାଲକୁ କୋରୋନା ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗ କରିଥିବା ମଧ୍ୟ ଘୋଷଣା କରିଛନ୍ତି ସରକାର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.