ETV Bharat / city

ଖୋଲିବ ଅର୍ଥ କାରବାର ରାଜ, EDରେ‌ ହାଜର‌ ହେଲେ ପ୍ରଦୀପ ପାଣିଗ୍ରାହୀ - ଇଡିରେ‌ ହାଜର‌ ହେଲେ ପ୍ରଦୀପ ପାଣିଗ୍ରାହୀ

ଆଜି ଅର୍ଥ କାରବାରରେ ଜେରା ପାଇଁ ED (Enforcement Directorate)ରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ (Gopalpur MLA Pradip Panigrahi) ।

ଅର୍ଥ କାରବାର ଖୋଲିବ ରାଜ, EDରେ‌ ହାଜର‌ ହେଲେ ପ୍ରଦୀପ ପାଣିଗ୍ରାହୀ

author img

By

Published : Nov 29, 2021, 12:15 PM IST

Updated : Nov 29, 2021, 1:09 PM IST

ଭୁବନେଶ୍ବର: ଗୋପାଳପୁର ବିଧାୟକ ଅର୍ଥ କାରବାର (Money Laundering Case of Pradip Panigrahi) ଖୋଲିବ ରାଜ । ଆଜି ଜେରା ପାଇଁ ED (Enforcement Directorate)ରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଭୟ ପାଠକ ଓ ଝିଅ ଶ୍ରୁତି ପାଣିଗ୍ରାହୀଙ୍କ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଦୀପ । ଏହାପରେ ସେ ବେଲରେ ଆସିଥିଲେ ।

ଖୋଲିବ ଅର୍ଥ କାରବାର ରାଜ, EDରେ‌ ହାଜର‌ ହେଲେ ପ୍ରଦୀପ ପାଣିଗ୍ରାହୀ

ଏହାମଧ୍ୟ ପଢନ୍ତୁ: ଶ୍ରୁତିଙ୍କୁ ୬ଘଣ୍ଟା ଧରି EDର ଜେରା: ଖୋଲିଲା ପାଠକ ଓ ପାଣିଗ୍ରାହୀ ଟ୍ରାନଜାକ୍ସନର ଗୁମର

ତେବେ ବିଧାୟକଙ୍କ ଅର୍ଥ କାରବାରର ରାଜ ଜାଣିବା ପାଇଁ ପ୍ରଦୀପଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାର ଆଧାରରେ ସେ ଆଜି ଇଡିରେ ହାଜର ହୋଇଛନ୍ତି । ଏପରିକି ତାଙ୍କ ସହ ପାଠକ ପରିବାରର କିଛି ଅର୍ଥ କାରବାର ହୋଇଥିବା ପୂର୍ବରୁ ସାମ୍ନାକୁ ଆସିଥିଲା । ଯାହାକୁ ଆଧାରକରି ପୂର୍ବରୁ ତାଙ୍କ ଝିଅଙ୍କୁ ୬ ଘଣ୍ଟା ଜେରା କରିଥିଲା ଇଡି।

ଭୁବନେଶ୍ବରରୁ ତାପସ, ପରିଡା, ଇଟିଭି ଭାରତ

Last Updated : Nov 29, 2021, 1:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.