ETV Bharat / city

ଓଡିଶା ପାଇଁ ଆଶ୍ବସ୍ତିକର ଖବର, ଆଉ ସୁସ୍ଥ ହେଲେ 864

ରାଜ୍ୟର 26ଟି ଜିଲ୍ଲାରୁ ଆଜି 864 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@HFWOdisha
ଫଟୋ ସୌଜନ୍ୟ: ଟ୍ବିଟର@HFWOdisha
author img

By

Published : Jul 26, 2020, 9:51 PM IST

ଭୁବନେଶ୍ବର: କୋରୋନା ଭାଇରସ ନେଇ ରବିବାର ରାଜ୍ୟବାସୀଙ୍କ ପୁଣି ଏକ ବଡ଼ ଆଶ୍ବସ୍ତିକର ଖବର ରହିଛି । ରାଜ୍ୟର 26ଟି ଜିଲ୍ଲାରୁ ଆଜି 864 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଥିବା ବେଳେ ରବିବାର ପୁଣି ଏକ ବଡ ଖୁସି ଖବର ଆସିଛି । ରାଜ୍ୟରେ 26 ଟି ଜିଲ୍ଲାରେ 864 ଜଣ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ 432ଜଣ ସୁସ୍ଥ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@HFWOdisha
ଫଟୋ ସୌଜନ୍ୟ: ଟ୍ବିଟର@HFWOdisha

ସେହିପରି ରାୟଗଡାରେ 137, ବରଗଡରେ 31, ଖୋର୍ଦ୍ଧାରେ 28, କଟକ କେନ୍ଦୁଝରରେ 26, ଭଦ୍ରକରେ 23, ମୟୁରଭଞ୍ଜରେ 22, ଯାଜପୁରରେ 19, କନ୍ଧମାଳରେ 15 ସୁସ୍ଥ ହୋଇଛନ୍ତି । ସେହିପରି ଗଜପତି ଓ ସମ୍ବଲପୁରରେ 14 ଜଣ ସୁସ୍ଥ, ଜଗତସିଂହପୁରରେ 12 ସୁସ୍ଥ ହୋଇଛନ୍ତି ।

ଏତଦ୍‌ବ୍ୟତୀତ ଢେଙ୍କାନାଳ ଓ ସୁନ୍ଦରଗଡରେ 10 ସୁସ୍ଥ ହୋଇଥିବା ବେଳେ ନୟାଗଡରେ 7, ବାଲେଶ୍ୱର କେନ୍ଦ୍ରାପଡା ମାଲକାନଗିରିରେ 6 ସୁସ୍ଥ, ସେହିପରି ଝାରସୁଗୁଡା ଓ କୋରାପୁଟରେ 5 ଜଣ, ବଲାଙ୍ଗୀରରେ 4, ପୁରୀରେ 3, ବୌଦ୍ଧ 2 ସୁସ୍ଥ ହୋଇଥିବା ବେଳେ ସୋନପୁରରେ ଜଣେ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 16792 ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.