ETV Bharat / city

ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା - Golden Avatar

ପବିତ୍ର ସୁନାବେଶ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jul 21, 2021, 9:40 PM IST

ଭୁବନେଶ୍ବର: ଆଜି ଜଗତର ନାଥ ଜଗନ୍ନାଥଙ୍କ ସୁନାବେଶ । ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ଝଲସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବିଗ୍ରହଙ୍କ ଦୁର୍ଲଭ ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।

  • ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶୋଭା ଅତ୍ୟନ୍ତ ମନମୁଗ୍ଧକର। ଶ୍ରୀଜୀଉଙ୍କୁ ସୁନା ବେଶରେ ଦେଖି ଅଗଣିତ ଭକ୍ତଙ୍କ ମନୋବାଞ୍ଛା ପୂରଣ ହୋଇଛି। ସେ ଲୀଳାମୟ, ସବୁ ତାଙ୍କରି ଇଚ୍ଛା। ଜୟ ଜଗନ୍ନାଥ। 🙏 pic.twitter.com/OtEEc4NJWv

    — Naveen Patnaik (@Naveen_Odisha) July 21, 2021 " class="align-text-top noRightClick twitterSection" data=" ">

'ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶୋଭା ଅତ୍ୟନ୍ତ ମନମୁଗ୍ଧକର । ଶ୍ରୀଜୀଉଙ୍କୁ ସୁନା ବେଶରେ ଦେଖି ଅଗଣିତ ଭକ୍ତଙ୍କ ମନୋବାଞ୍ଛା ପୂରଣ ହୋଇଛି । ସେ ଲୀଳାମୟ, ସବୁ ତାଙ୍କରି ଇଚ୍ଛା' ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

  • ଶ୍ରୀବିଗ୍ରହଙ୍କ ଦୁର୍ଲଭ ‘ସୁନା ବେଶ’ ଅବସରରେ ସମସ୍ତଙ୍କୁ ଶୁଭକାମନା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ରଥାରୁଢ଼ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅତ୍ୟନ୍ତ ମନୋହର ଏବଂ ଚିତ୍ତାକର୍ଷକ । ମହାପ୍ରଭୁଙ୍କ ଶୁଭ ଦୃଷ୍ଟି ସମଗ୍ର ବିଶ୍ୱ ଉପରେ ରହିଥାଉ ।

    ଜୟ ଜଗନ୍ନାଥ 🙏 pic.twitter.com/LN3Qyuugen

    — Dharmendra Pradhan (@dpradhanbjp) July 21, 2021 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପବିତ୍ର ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ରଥାରୁଢ଼ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅତ୍ୟନ୍ତ ମନୋହର ଏବଂ ଚିତ୍ତାକର୍ଷକ । ମହାପ୍ରଭୁଙ୍କ ଶୁଭ ଦୃଷ୍ଟି ସମଗ୍ର ବିଶ୍ୱ ଉପରେ ରହିଥାଉ ବୋଲି ପ୍ରାର୍ଥନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.