ETV Bharat / city

ଭୁବନେଶ୍ବର ବିମାନବନ୍ଦରରୁ ଅଧ କୋଟିର ସୁନା ଜବତ - ୫୨ଲକ୍ଷ ଟଙ୍କାର ସୁନା ଜବତ

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୫୨ ଲକ୍ଷ ଟଙ୍କାର ସୁନା ଜବତ । ଏହି ଘଟଣାରେ ଜଣେ କେରଳ ଯୁବକଙ୍କୁ ଅଟକ ରଖାଯାଇଛି ।

ଡିଜାଇନ ଫଟୋ
author img

By

Published : Nov 14, 2019, 8:32 PM IST

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ସୁନା ଜବତ । ଜବତ ସୁନାର ପରିମାଣ ୧ କିଲୋ ୩ଶହ ୧୦ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏହି ଘଟଣାରେ ଜଣେ କେରଳୀ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେରଳ ଯୁବକ ଜଣଙ୍କ ଏୟାର ଏସିଆ ଫ୍ଲାଇଟ ନଂ ଏକେ ୩୧ରେ କ୍ବାଲାଲମପୁରରୁ ଭୁବନେଶ୍ବର ଆସୁଥିଲେ । ଭୁବନେଶ୍ବର ବିମାନ ବନ୍ଦରରେ କଷ୍ଟମ ଯାଞ୍ଚ ସମୟରେ ତାଙ୍କ ପାଖରୁ ସୁନା ଜବତ କରାଯାଇଛି । ଯାତ୍ରୀ ଜଣଙ୍କ ୧୩ ତାରିଖ ରାତି ୯ଟା ୪୫ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ତେବେ ସେ କେଉଁଠୁ ସୁନା ଆଣି କେଉଁଠିକୁ ନେଉଥିଲେ, ତାହାକୁ ନେଇ ତଦନ୍ତ ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ବିମାନବନ୍ଦରରୁ ୫୨ଲକ୍ଷ ଟଙ୍କାର ସୁନା ଜବତ,

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ।ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫୨ ଲକ୍ଷ ଟଙ୍କା। ସୁନା ଜବତ ର ୧ କିଲୋ ୩ସହ ୧୦ ଗ୍ରାମ ।

Body:

କେରଳର ଜଣେ ଯୁବକଙ୍କୁ ଅଟକ ରଖି ପଆଚରାଉଚରା କରାଯାଉଛି। ଯାଂଚ ବେଳେ ଧରିଲା କଷ୍ଟମ ବିଭାଗ। ଯାତ୍ରୀ ଜଣଙ୍କ କୁଆଲାଲମପୁର ରୁ ଭୁବନେଶ୍ୱର ଆସିଥିବା ବେଳେ ଯାଂଚ ସମୟରେ କଷ୍ଟମ ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲାସୁନା। ଯାତ୍ରୀ ଜଣଙ୍କ ଏୟାର ଏସିଆ ଫ୍ଲାଇଟ ନଂ ଏକେ ୩୧ ଆସିଥିଲେ।ସନ୍ଦେହ ହେବାରୁ ଯାଂଚ କରାଯାଇଥିଲା। ଯାଂଚ ବେଳେ ସୁନା ବାହାରିଥିଲା। ଯାତ୍ରୀ ଜଣଙ୍କ ୧୩ ତାରିଖ ରେ ରାତି ୦୯:୪୫ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ଏନେଇ କୋଉଠୁ ସୁନା ଆଣୁଥିଲେ କେଉଁଠିକୁ ନେଉଥିଲେ ସେ ତାହା ନେଇ ତଦନ୍ତ କରାଯାଉଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.