ETV Bharat / city

Ratna Bhandara Keys Missing; ଗୋଲକ କହିଲେ ରାଜ୍ୟ ସରକାରଙ୍କ ଖାଲି ଭୋଟରେ ମତଲବ

author img

By

Published : Nov 20, 2021, 9:10 PM IST

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ପୁଣି ବିବାଦୀୟ ସ୍ଥିତି ଉପୁଜିଛି । RTI ତଥ୍ୟରୁ ଜଣାପଡିଛି ବହୁ ବର୍ଷ ହେଲା ହଜିଲାଣି ରତ୍ନ ଭଣ୍ଡାର ଚାବି । ବର୍ତ୍ତମାନ ରତ୍ନ ଭଣ୍ଡାରର କୌଣସି ଚାବି ନଥିବା କହିଛି RTI । ଅଧିକ ପଢନ୍ତୁ

Golak Mohapatra
Golak Mohapatra

ଭୁବନେଶ୍ବର: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା (Ratna Bhandara Keys Missing) ପ୍ରସଙ୍ଗକୁ ନେଇ ପୁଣି ବିବାଦୀୟ ସ୍ଥିତି ଉପୁଜିଛି । RTI ତଥ୍ୟରୁ ଜଣାପଡିଛି ବହୁ ବର୍ଷ ହେଲା ହଜିଲାଣି ରତ୍ନ ଭଣ୍ଡାର ଚାବି । ବର୍ତ୍ତମାନ ରତ୍ନ ଭଣ୍ଡାରର କୌଣସି ଚାବି ନଥିବା କହିଛି RTI ।

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ; ଗୋଲକ କହିଲେ ଖାଲି ଭୋଟରେ ଏମାନଙ୍କ ମତଲବ

ଏହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଗୋଲକ କହିଛନ୍ତି ଯଦି ଚାବି ଥିଲା ତାଙ୍କୁ କିଏ ମନା କରିଥିଲା ରତ୍ନଭଣ୍ଡାର ଖୋଲିବାକୁ ? ଏବେ ଯାହା RTI ତଥ୍ୟ କହୁଛି ସେହି ସମାନ କଥା ଆମେ ଆଗରୁ କହିଥିଲୁ । ଏହା ଏକ ମିଛୁଆ ରାଧୁଆ ସରକାର । ଏମାନଙ୍କୁ ଖାଲି ଭୋଟ ଦରକାର । ଚାବି ନଥିଲା କି ନାହିଁ। ସେତେବେଳେ ଜିଲ୍ଳାପାଳ କେମିତି କହିଲେ ନକଲି ଚାବି ମିଳିଛି ? ଏସବୁ କଥା ସରକାର ସ୍ପଷ୍ଟ କରିବା ଦରକାର। ଏଥିରେ ରାଜ୍ୟବାସୀଙ୍କ ଭାବନ ଜଡିତ ବୋଲି ଗୋଲକ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.