ETV Bharat / city

ଗୋଲଡ଼କପ ଫାଇନାଲରେ ନେପାଳ ସହ ମିଆଁମାରର ଲଢେଇ - final

ଚତୁର୍ରାଷ୍ଟ୍ରୀୟ ହିରୋ ଗୋଲଡ଼କପ ମହିଳା ଫୁଟବଲ ପ୍ରତିଯୋଗିତାର ଆଜି ଅନ୍ତିମ ଦିନ। ଗତ 9 ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Feb 15, 2019, 5:17 PM IST

ସୂଚନାଯୋଗ୍ୟ, 9 ତାରିଖରେ ମିଆଁମାର ସହିତ ପ୍ରଥମ ଲିଗ ମ୍ୟାଚ ଖେଳି 3-0ରେ ହାରିଥିବା ନେପାଳ ପରବର୍ତ୍ତୀ 2ଟି ମ୍ୟାଚରେ ଭାରତକୁ 2-1ରେ ହରାଇଥିଲା । ଏହାସହ ଇରାନକୁ 3-0କୁ ପରାସ୍ତ କରି କମବ୍ୟାକ କରିବା ସହିତ ଦଳର ଖେଳାଳି ସବିତ୍ରା ଭଣ୍ଡାରୀ ପ୍ରତିଯୋଗିତାର ଟପ ଗୋଲ ସ୍କୋରର ହୋଇ ପାରିଛନ୍ତି। ତେବେ ଆଜିର ଏହି ମ୍ୟାଚରେ ଜଣେ ବିଜୟ ପାଇଁ ଭୋକିଲା ଓ ଆଉ ଜଣେ ବିଜୟୀ ଦଳ ସହିତ ଲଢେଇ ଦେଖିବାକୁ ମିଳିବ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
undefined


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ସୂଚନାଯୋଗ୍ୟ, 9 ତାରିଖରେ ମିଆଁମାର ସହିତ ପ୍ରଥମ ଲିଗ ମ୍ୟାଚ ଖେଳି 3-0ରେ ହାରିଥିବା ନେପାଳ ପରବର୍ତ୍ତୀ 2ଟି ମ୍ୟାଚରେ ଭାରତକୁ 2-1ରେ ହରାଇଥିଲା । ଏହାସହ ଇରାନକୁ 3-0କୁ ପରାସ୍ତ କରି କମବ୍ୟାକ କରିବା ସହିତ ଦଳର ଖେଳାଳି ସବିତ୍ରା ଭଣ୍ଡାରୀ ପ୍ରତିଯୋଗିତାର ଟପ ଗୋଲ ସ୍କୋରର ହୋଇ ପାରିଛନ୍ତି। ତେବେ ଆଜିର ଏହି ମ୍ୟାଚରେ ଜଣେ ବିଜୟ ପାଇଁ ଭୋକିଲା ଓ ଆଉ ଜଣେ ବିଜୟୀ ଦଳ ସହିତ ଲଢେଇ ଦେଖିବାକୁ ମିଳିବ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
undefined


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

କଟକ:  ଗୋଲାପ ମାଧ୍ୟମରେ ନୁହଁ ବରଂ ରଙ୍ଗୋଲି ମାଧ୍ୟମରେ ପ୍ରେମ ଦିବସ ପାଳିଲେ ରେଭେନ୍ସା ଛାତ୍ରଛାତ୍ରୀ । ରଙ୍ଗୋଲି ମାଧ୍ୟମରେ ବାଣ୍ଟିଲେ ସଚେତନତା ର ବାର୍ତା । ଯେଉଁପରି ଭାବେ ସମାଜ ରେ  ନାରୀ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବୃଦ୍ଧି ପାଉଛି  ସେ ଦିଗକୁ ଲକ୍ଷ୍ୟ ରଖି ଏପରି କାର୍ଯ୍ୟକ୍ରମ ହାତକୁ ନେଇଛି ରେଭେନ୍ସା । ବିଶ୍ୱବିଦ୍ୟାଳୟ ର ପ୍ରତ୍ୟକ ବିଭାଗ ର ଛାତ୍ରଛାତ୍ରୀ ଏହି ରଙ୍ଗୋଲି କାର୍ଯ୍ୟକ୍ରମ ରେ ଯୋଗଦେଇ  ଆଙ୍କି ଥିଲେ ସମାଜ ର ପ୍ରକୃତ ଚିତ୍ର । କିପରି ନିର୍ଭୟା  ,  ବେବିନା , ଓ କୁନ୍ଦୁଲି ପିଡ଼ିତା ଙ୍କ ଭଳି ଆଉ କେଉଁ ଝିଅ ଏହି ଅତ୍ୟାଚାର ର ଶିକାର ନ ହେଉ ସେଥିପାଇଁ ଏହି ରଙ୍ଗୋଲି ସହାଜରେ ସଚେତନତା ର ସ୍ୱର ବାଣ୍ଟିଥିଲେ ଛାତ୍ରଛାତ୍ରୀ । 

ଭିଓ୧: ନାରୀ ହିଁ ସମାଜ ଗଢି ଥାଏ ଓ ନାରୀ ବି ନାରାୟଣି ସାଜିଥାଏ । କିନ୍ତୁ ଏହି କଥାର ଵାସ୍ତବତା ଵର୍ତମାନ ସମ୍ପୂର୍ଣ୍ଣ ଓଲଟା ।  ଭାଲେଣ୍ଟାଇନ ଦିବସ ରେ ପ୍ରେମ ମଜଭୁତ ହୋଇଥାଏ ସତ କିନ୍ତୁ ଆସନ୍ତା ବର୍ଷ ପ୍ରେମ ଦିବସ କୁ ଏହି ସମର୍କ ରେ ପୁର୍ନଛେଦ ପଡିସାରିଥାଏ । ଆଉ ଏହାରିଭିତରେ ନାରୀ ହିଁ ବଳି ପଡ଼ିଥାଏ। ଅପହରଣ,  ହତ୍ୟା , ଦୁଷ୍କର୍ମ , ଇତ୍ୟାଦି ଅପରାଧ ର ଶିକାର ହୋଇଥାଏ ଏହି ନାରୀ । ଏହି ପ୍ରେମ ଦିବସ ରେ  କେବଳ ପ୍ରେମ ର ବାର୍ତା ବାଣ୍ଟିଲେ ସମାଜ ର ଉର୍ଣ୍ଣତି ହେବନି ବରଂ ସଚେତନତା ର ସ୍ୱର ବି ଉଠିବା ଦରକାର ବୋଲି କହିଛନ୍ତି  ଅଧ୍ୟାପିକା ପ୍ରୀତିରେଖା ଦାସ ପଟନାୟକ ।

ବାଇଟ: ପ୍ରୀତିରେଖା ଦାସ ପଟ୍ଟନାୟକ( ଅଧ୍ୟାପିକା )

ଭିଓ୨: ଅନ୍ୟପଟେ ଏହି ରଙ୍ଗୋଲି କ୍ରଯ୍ୟକ୍ରମ ରେ ଭାଗନେଇଥିବା ସମସ୍ତ ଛାତ୍ରୀ ସମାଜ ର ବାସ୍ତବ ଚିତ୍ର ଉଥାପ୍ନନ କରିଥିଲେ । କିଭଳି ଏକ ଝିଅ କୁ ପ୍ରେମ ଜାଲ ରେ ଫସାଇ ହତ୍ୟା ଓ ଦୁଷ୍କର୍ମ ର ନିର୍ଯ୍ୟାସ ଦିଆଯାଉଛି । ତାହାକୁ ନେଇ ବେଶ ଚିନ୍ତା ପ୍ରକଟ କରିଥିଲେ ସମସ୍ତ ଛାତ୍ରୀ । ସମୟ ବଦଳିବା ସହ ସମାଜ ବି ବଦଳୁଛି କିନ୍ତୁ ନାରୀ ଙ୍କ ପ୍ରତି ସମ୍ମାନ ଯାହା ଥିଲା ସେଇଆ । କେବେ ବଦଳିବ ଏହି ସମାଜ ଓ କେବେ ବଦଳିବ ଏହି ନୃଶଂସ ମାନସିକତା ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱବିଦ୍ୟାଳୟ ର ଛାତ୍ରୀ ।

ବାଇଟ: ଛାତ୍ରୀ 
ବାଇଟ: ଛାତ୍ରୀ 
ବାଇଟ: ଛାତ୍ରୀ 

ଫାଭିଓ: ତେବେ  ପ୍ରଶ୍ନ ଉଠୁଛି କେବେ ଏହି  ନୃଶଂସ ମଣିଷ ପଣିଆ ଉପରେ ଲାଗିବ ରୋକ । ଓ ସମାଜ ରେ ମୁଣ୍ଡ ଟେକି ବାଟ ଚାଲିବେ ମହିଳା ।

କଟକରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ନ୍ୟୁଜ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.