ETV Bharat / city

ପ୍ଲାଷ୍ଟିକ ବ୍ୟାନ; ବଢୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା

author img

By

Published : Oct 7, 2019, 7:58 AM IST

ଅକ୍ଟୋବର 2ରୁ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଥିବା ବେଳେ ମେଳାରେ ବାଉଁଶ ତିଆରି ଜିନିଷର ଚାହିଦା ଦେଖିବାକୁ ମିଳୁଛି ।

ପ୍ଲାଷ୍ଟିକ ବ୍ୟାନ; ବଢୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା

ଭୁବନେଶ୍ବର: ଚାଲିଛି ଶାରଦୀୟ ଦୁର୍ଗା ପୂଜା । ବେଶ ଚଳଚଞ୍ଚଳ ହୋଇ ପଡିଛି ରାଜଧାନୀ ଭୁବନେଶ୍ବର । ଅନ୍ୟପଟେ ପୂଜା ସାଙ୍ଗକୁ ମେଳାରେ ମଧ୍ୟ ଖଚାଖଚ୍‌ ଭିଡ଼ । ଖାଇବା ପିଇବାଠାରୁ ଜିନିଷ କିଣାବିକାରେ ବେଶ ମସଗୁଲ ହୋଇ ପଡିଛନ୍ତି ସହରବାସୀ ।

ଅନ୍ୟପଟେ ଅକ୍ଟୋବର 2ରୁ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଥିବା ବେଳେ ଲୋକମାନେ ମେଳାରୁ ବାଉଁଶ ଜିନିଷ କିଣିବାର ଦେଖିବାକୁ ମିଳୁଛି । ବାଉଁଶ ଝୁଡ଼ି, ବାଉଁଶ ଡ଼ାଲା ଆଦି ଜିନିଷ ଦୋକାନରେ ଲୋକଙ୍କ ବେଶ ଗହଳି ରହୁଛି । ଅନ୍ୟପଟେ ପ୍ଲାଷ୍ଟିକ ବ୍ୟାନ ହେବା ଫଳରେ ବାଉଁଶ କାରିଗର ବେଶ ଭଲ ଦୁଇ ପଇସା ଲାଭ କରୁଥିବାର ଜଣାପଡ଼ିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବଢୁଛି ବାଉଁଶ ସାମଗ୍ରୀ ର ଚାହିଦା କାରଣ ବ୍ୟହାହାର ରେ କମିଲା ପ୍ଲାଷ୍ଟିକ ,

ଚାଲିଛି ମା ଦୁର୍ଗା ଙ୍କ ଦୁର୍ଗା ପୂଜା। ଗାଁ ରୁ ସହର ସବୁଠି ଭିଡ଼। ଅନ୍ୟ ପଟେ ପୂଜା ସାଙ୍ଗ କୁ ମେଳା ସବୁଠାରେ ଲୋକଙ୍କ ଭିଡ଼। ପୂଜା ପରେ ଦଶହାର ମେଳା ରେ ବି ଲୋକ ଙ୍କ ଗହଳି ଦେଖିବା କୁ ମିଳୁଛି। ଖାଇବା ପିଇବା ଠାରୁ ଜିନିଷ କିଣା ବିକା ରେ ବେଶ ମସଗୁଲ ହୋଇ ପଡିଛନ୍ତି ସହରବାସୀ। ଅନ୍ୟପଟେ ଅକ୍ଟୋବର 2 ରୁ ସରକାର ପ୍ଲାଷ୍ଟିକ କୁ ବ୍ୟାନ କରି ଥିବା ବେଳେ ମେଳା ରୁ ବାଉଁଶ ଜିନିଷ କିଣିବାର ଦେଖିବା କୁ ମିଳୁଛି । ବାଉଁଶ ଝୁଡ଼ି,ବାଉଁଶ ଡ଼ଲା ଆଦି ଜିନିଷ ଦୋକାନ ରେ ଲୋକଙ୍କ ବେଶ ଗହଳି ରହୁଛି। ଅନ୍ୟ ପଟେ ପ୍ଲାଷ୍ଟିକ ବ୍ୟାନ ହେବା ଫଳ ରେ ବାଉଁଶ କାରିଗର ଟିଏ ବେଶ ଭଲ ଦୁଇ ପଇସା ଲାଭ କରୁଥିବାର ଜଣାପଡ଼ିଛି।

Body:ବଢୁଛି ବାଉଁଶ ସାମଗ୍ରୀ ର ଚାହିଦା କାରଣ ବ୍ୟହାହାର ରେ କମିଲା ପ୍ଲାଷ୍ଟିକ ,

ଚାଲିଛି ମା ଦୁର୍ଗା ଙ୍କ ଦୁର୍ଗା ପୂଜା। ଗାଁ ରୁ ସହର ସବୁଠି ଭିଡ଼। ଅନ୍ୟ ପଟେ ପୂଜା ସାଙ୍ଗ କୁ ମେଳା ସବୁଠାରେ ଲୋକଙ୍କ ଭିଡ଼। ପୂଜା ପରେ ଦଶହାର ମେଳା ରେ ବି ଲୋକ ଙ୍କ ଗହଳି ଦେଖିବା କୁ ମିଳୁଛି। ଖାଇବା ପିଇବା ଠାରୁ ଜିନିଷ କିଣା ବିକା ରେ ବେଶ ମସଗୁଲ ହୋଇ ପଡିଛନ୍ତି ସହରବାସୀ। ଅନ୍ୟପଟେ ଅକ୍ଟୋବର 2 ରୁ ସରକାର ପ୍ଲାଷ୍ଟିକ କୁ ବ୍ୟାନ କରି ଥିବା ବେଳେ ମେଳା ରୁ ବାଉଁଶ ଜିନିଷ କିଣିବାର ଦେଖିବା କୁ ମିଳୁଛି । ବାଉଁଶ ଝୁଡ଼ି,ବାଉଁଶ ଡ଼ଲା ଆଦି ଜିନିଷ ଦୋକାନ ରେ ଲୋକଙ୍କ ବେଶ ଗହଳି ରହୁଛି। ଅନ୍ୟ ପଟେ ପ୍ଲାଷ୍ଟିକ ବ୍ୟାନ ହେବା ଫଳ ରେ ବାଉଁଶ କାରିଗର ଟିଏ ବେଶ ଭଲ ଦୁଇ ପଇସା ଲାଭ କରୁଥିବାର ଜଣାପଡ଼ିଛି।

ବାଇଟ ବାଉଁଶ କାରିଗର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.