ETV Bharat / city

ଆନ୍ଦୋଳନରୁ ଓହରିବେ ଗାଁ ସାଥୀ ଓ ମେଟ ସଂଘ - ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବେ ଆନ୍ଦୋଳନରତ ଗାଁ ସାଥୀ ଓ ମେଟ ସଂଘ । ଅଧିକ ପଢନ୍ତୁ...

Gaon sathi strike withdraw
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର
author img

By

Published : Nov 28, 2019, 9:25 PM IST


ଭୁବନେଶ୍ବର: ଆନ୍ଦୋଳନରୁ ଓହରିବେ ଆନ୍ଦୋଳନରତ ଗାଁ ସାଥୀ ଓ ମେଟ ସଂଘ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସଂଘର ଆଲୋଚନା ପରେ ଏହି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ସଂଘକୁ ବାର୍ଷିକ ସର୍ବନିମ୍ନ 100 ଦିନର କାମ ସହ ଦୈନିକ ଅଣକୁଶଳୀ ଶ୍ରମିକଙ୍କ ହାରରେ 338 ଟଙ୍କା ଭତ୍ତା ଆକାରରେ ପ୍ରଦାନ କରାଯିବ । ଏଥିଦ୍ବାରା 1 ଲକ୍ଷ 6 ହଜାର ଗ୍ରାମ ସେବକ ଓ ମେଟ ଉପକୃତ ହେବେ । ଆଲୋଚନା ପରେ ସଂଘ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ।

ସୂଚନାଯୋଗ୍ୟ, ଗତ 25 ଦିନ ଧରି ଗାଁ ସାଥୀ ଓ ମେଟ ସଂଘ ଆନ୍ଦୋଳନ ଚଳାଇଥିଲେ ।

ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ


ଭୁବନେଶ୍ବର: ଆନ୍ଦୋଳନରୁ ଓହରିବେ ଆନ୍ଦୋଳନରତ ଗାଁ ସାଥୀ ଓ ମେଟ ସଂଘ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସଂଘର ଆଲୋଚନା ପରେ ଏହି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ସଂଘକୁ ବାର୍ଷିକ ସର୍ବନିମ୍ନ 100 ଦିନର କାମ ସହ ଦୈନିକ ଅଣକୁଶଳୀ ଶ୍ରମିକଙ୍କ ହାରରେ 338 ଟଙ୍କା ଭତ୍ତା ଆକାରରେ ପ୍ରଦାନ କରାଯିବ । ଏଥିଦ୍ବାରା 1 ଲକ୍ଷ 6 ହଜାର ଗ୍ରାମ ସେବକ ଓ ମେଟ ଉପକୃତ ହେବେ । ଆଲୋଚନା ପରେ ସଂଘ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ।

ସୂଚନାଯୋଗ୍ୟ, ଗତ 25 ଦିନ ଧରି ଗାଁ ସାଥୀ ଓ ମେଟ ସଂଘ ଆନ୍ଦୋଳନ ଚଳାଇଥିଲେ ।

ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ

Intro:କଟକ: ପାଖେଇ ଆସୁଛି ଡିସେମ୍ବର 1 । ନୂଆ ମୋଟର ଯାନ ଆଇନ ଅନୁସାରେ ଯିଏ ବି ଟ୍ରାଫିକ ନିୟମ ଉଲଂଘନ କରିବ ସେ ଭୋଗିବ ମୋଟା ଅଙ୍କର ତଣ୍ଡ । ତେବେ ଏହି ବିପଦ ରୁ ରକ୍ଷା ପାଇବା ପାଇଁ ଆରଟିଓ ଅଫିସ ଆଗରେ ଲାଗିଛି ହଜାର ହଜାର ଲୋକଙ୍କ ଭିଡ଼। ଗୋଟିଏ ପଟେ ଲୋକଙ୍କ ମନରେ ଭୟ ଯେ କିପରି ଗାଡି କାଗଜପତ୍ର ସଠିକ କରି ଟ୍ରାଫିକ କଟକଣା ରୁ ବଞ୍ଚିବେ ଅନ୍ୟପଟେ କିଛି ଦଲାଲ ଏହି ଭୟ ର ଫାଇଦା ଉଠାଇବାରେ ବ୍ୟସ୍ତ । ତେବେ ଏହି ଦଲାଲ ଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲସ ମଧ୍ୟ ବେଶ ତତ୍ପରତା ଦେଖାଇଛି ।


Body:ଭିଓ୧: ଆଉ ଦୁଇ ଦିନ ପରେ ଛକ ଛକ ରେ ଆରମ୍ଭ ହୋଇଯିବ । କଡା ଟ୍ରାଫିକ ନିୟମ । ଯିଏ ବି ଉଲଂଘନ କରିବ ସେ ଭୋଗିବ ମୋଟା ଅଙ୍କର ଫାଇନ । ତେବେ ଏହି ବିପଦ ରୁ ରକ୍ଷା ପାଇବା ପାଇଁ କଟକ ଆରଟିଓ ଅଫିସ ରେ ଲାଗିଛି ଲମ୍ବା ଲାଇନ । ଯୁବକ ଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗାଡି କାଗଜପତ୍ର ସଠିକ କରିବା ପାଇଁ ଘଂଟା ଘଂଟା ଧରି ଆର୍ଟିଓ କାର୍ଯ୍ୟାଳୟ ରେ ଦଣ୍ଡାୟମାନ ରହିଛନ୍ତି । ତେବେ କିଛି ବ୍ୟକ୍ତି ଙ୍କ କହିବାନୁସାରେ ଯଦି ଆଉ କିଛି ଦିନ ଏହି ସମୟ ସୀମା ବୃଦ୍ଧି କରାଯାଆନ୍ତା । ତେବେ ସମସ୍ତେ ଗାଡି କାଗଜପତ୍ର ସଠିକ କରେଇ ନିଅନ୍ତେ ।

ବାଇଟ: ସାଧାରଣ ଜନତା
ବାଇଟ: ସାଧାରଣ ଜନତା
ବାଇଟ: ସାଧାରଣ ଜନତା

ଭିଓ୨: ଅନ୍ୟପଟେ ଲୋକ ଙ୍କ ମନରେ ଥିବା ଭୟ ର ଫାଇଦା ନେଉଛନ୍ତି କିଛି ଦଲାଲ । ଏହି ଭିଡ଼ ମଧ୍ୟରେ ରହି ଲୋକଙ୍କୁ ଠକୁଛନ୍ତି ଏମାନେ । କିଛି ଦିନ ପୂର୍ବରୁ ଆରଟିଓ ପରିସର ରୁ 3 ଜଣ ଦଲାଲ କୁ ଗିରଫ କରିଥିଲା କମିଶନରେଟ ପୋଲିସ । ତେବେ ଏହି ଦଲାଲ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ମଧ୍ୟ ରହିଛନ୍ତି । ଏହାସହିତ ଡିସେମ୍ବର 1 ରୁ ପୂର୍ବ ପରି କଡାକଡି ଚେକିଂ ଜାରି ରହିବ । ଏଥିରେ କିଛି ନୂଆ କଥା ନାହିଁ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ।

ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି)


Conclusion:ଫାଭିଓ: ତେବେ ଦେଖିବାକୁ ବାକି ରହିଲା ଏହି ଦୁଇ ଦିନ ମଧ୍ୟରେ କେତେ ପରିମାଣ ରେ ଲୋକେ ନିଜର ଗାଡି କାଗଜପତ୍ର ଠିକ କରାଉଛନ୍ତି ।

କଟକ ରୁ ପ୍ରଭୁ କଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.