ETV Bharat / city

କୃତ୍ରିମ ପୋଖରୀରେ ବିସର୍ଜନ ହେବେ ବିଘ୍ନ ବିନାଶକ

author img

By

Published : Aug 21, 2019, 12:31 PM IST

ଏଥର ଗଜାନନଙ୍କ ବିସର୍ଜନକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କରାଯାଇଛି ଏକ ନିଆରା ପ୍ରୟାସ । ବିସର୍ଜନ ପାଇଁ ବିଏମସିର ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ 4ଟି କୃ୍ତ୍ରିମ କୁଣ୍ଡ ତିଆରି କରିବାକୁ ଯୋଜନା କରିଛି।

କୃତ୍ରିମ ପୋଖରୀରେ ବିସର୍ଜନ ହେବେ ବିଘ୍ନବିନାଶକ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର 2ରେ ପାଳନ କରାଯିବ ଗଣେଶ ପୂଜା । ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ଯାହାକୁ ନେଇ ରାଜଧାନୀରେ ଚାଲିଛି ଜୋରଦାର ପ୍ରସ୍ତୁତ । ମୂର୍ତ୍ତୀ ପ୍ରସ୍ତୁତ ମଧ୍ୟ ଶେଷ ସୋପାନରେ ପହଞ୍ଚିଛି ।

କୃତ୍ରିମ ପୋଖରୀରେ ବିସର୍ଜନ ହେବେ ବିଘ୍ନ ବିନାଶକ

ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ତିଆରି ହୋଇଛି ଗଣେଶ ମୂର୍ତ୍ତୀ । ଛୋଟ ବଡ ସମସ୍ତ ପ୍ରକାର ମୂର୍ତ୍ତୀ ଏବେ ବଜାରରେ ଉପଲବ୍ଧ ହେଉଛି । କେଉଁଠି ନାଗ ସାପ ଫଣାରେ ତ ଆଉ କେଉଁଠି ବାହୁବଳୀ ଷ୍ଟାଇଲର ଦେଖିବାକୁ ମିଳୁଛି ମୂର୍ତ୍ତୀ ।

ତେବେ ଏଥର ଗଜାନନଙ୍କ ବିସର୍ଜନକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କରାଯାଇଛି ଏକ ନିଆରା ପ୍ରୟାସ । ବିସର୍ଜନ ପାଇଁ ବିଏମସିର ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ 4ଟି ପ୍ରାକୃତିକ କୁଣ୍ଡ ତିଆରି କରିବାକୁ ଯୋଜନା କରିଛି। ଯାହାର ଦୁଇଟି କୁଣ୍ଡ ଦୟା ନଦୀ ପାଖରେ ଆଉ ଦୁଇଟି କୁଆଖିଆ ନଦୀ ପାଖରେ ତିଆରି କରାଯିବା ବୋଲି ସୂଚନା ଦେଇଛି ବିଏମସି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଏଣିକି କୁତ୍ରିମ ପେଖରୀ ରେ ବିସର୍ଜନ ହେବେ ବିଘ୍ନବିନାଶକ ।

Body:ଏଣିକି କୁତ୍ରିମ ପେଖରୀ ରେ ବିସର୍ଜନ ହେବେ ବିଘ୍ନବିନାଶକ ।

ଆସୁଛନ୍ତି ଗଜାନନ ସେଥିବା ପାଇଁ ରାଜଧାନୀ ରେ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା 2 ସେପ୍ଟେମ୍ବର ରେ ଧାରା ପୃଷ୍ଠା କୁ ଅବତାରଣ କରିବେ ବିଘ୍ନ ବିନାଶକ ଗଜାନନ ଏଥି ପାଇଁ ରାଜଧାନୀ ରେ ଚାଲିଛି ଜୋରଦାର ମୂର୍ତ୍ତି ତିଆରି କାମ। ଲୋକଙ୍କ ଚାହିଦା ମୁତାବକ ଚାଲିଛି ଗଣେଷ ମୂର୍ତ୍ତି ତିଆରି କାମ। ଛେଟ ଠାରୁ ବଡ଼ ମୂର୍ତ୍ତି ସବୁ ପ୍ରକାରର ଗଣେଷ ମୂର୍ତ୍ତି ତିଆରି କରିବାରେ ମୂର୍ତ୍ତି କାରିଗର ବ୍ୟସ୍ତ। କେଉଁଠି ନାଗ ସାପ ଫଣା ରେ ଗଣେଷ ଭାଗବାନ କୁ ଦେଖିବା କୁ ମିଳୁଛି ତ ଆଉ କେଉଁଠି
ବାହୁବଳୀ ଷ୍ଟାଇଲ ର ଗଣେଷ ଠାକୁର ଦେଖିବା କୁ ମିଳୁଛି। କିନ୍ତୁ ଏ ସବୁ ଭିତରେ ପ୍ରଶ୍ନ ଉଠି ଥାଏ ମୂର୍ତ୍ତି ବିସର୍ଜନ କଥା ,ଓ ଜଳ ପ୍ରଦୂଷଣ କଥା। ଏ ସବୁ ଜିନିଷ କୁ ଆଖି ଆଗରେ ରଖି ବିଏମସି ର ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ 4 ଟି ପ୍ରାକୃତିକ କୁଣ୍ଡ ତିଆରି କରିଛି। ଦୁଇ ଟି କୁଣ୍ଡ ଦୟା ନଦୀ ପାଖରେ ଆଉ ଦୁଇଟି କୁଆଖିଆ ନଦୀ ପାଖରେ ତିଆରି କରାଯିବା ବୋଲି ବିଏମସି ସୂଚନା ଦେଇଛି।

ବାଇଟ ସୁରଥ ଚନ୍ଦ୍ର ମଲ୍ଲିକ୍କ
ଅତିରିକ୍ତ କମିଶନର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.