ETV Bharat / city

ଗାନ୍ଧୀଙ୍କୁ ଭୁଲାଇବା ପାଇଁ ଚାଲିଛି ପ୍ରୟାସ: ନରସିଂହ ମିଶ୍ର

author img

By

Published : Mar 23, 2021, 2:06 PM IST

କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଗାନ୍ଧୀଙ୍କୁ ନେଇ ମତ ରଖିଛନ୍ତି । ଜାତିବାଦ ବିରୋଧୀ ଥିଲେ ଗାନ୍ଧୀ। ହରିଜନ ଓ ଦଳିତ ମାନଙ୍କୁ ମନ୍ଦିର ପ୍ରବେଶ କରିବା ନେଇ ମୁଖ୍ୟ ଭୂମିକା ଥିଲା । ହରିଜନ ଓ ଦଳିତ ଶ୍ରେଣୀର ଲୋକଙ୍କୁ ଭଲ ପାଉଥିଲେ । ଅଧିକ ପଢନ୍ତୁ...

gandhi-discussion-on-bidhansabha
ଗାନ୍ଧୀଙ୍କୁ ଭୁଲେଇବା ପାଇଁ ପ୍ରୟାସ ହେଉଛି :ନରସିଂହ ମିଶ୍ର

ଭୁବନେଶ୍ବର: ଗାନ୍ଧୀଙ୍କ ଓଡିଶା ଆଗମନକୁ ୧୦୦ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ଆଜି ତାଙ୍କୁ ସମସ୍ତେ ମନେପକାଉଛନ୍ତି । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ମଧ୍ୟ ଗାନ୍ଧୀଙ୍କ ନେଇ ମତ ରଖିଛନ୍ତି । ଜାତିବାଦ ବିରୋଧୀ ଥିଲେ ଗାନ୍ଧୀ। ହରିଜନ ଓ ଦଳିତ ମାନଙ୍କୁ ମନ୍ଦିର ପ୍ରବେଶ କରିବା ନେଇ ମୁଖ୍ୟ ଭୂମିକା ଥିଲା । ହରିଜନ ଓ ଦଳିତ ଶ୍ରେଣୀର ଲୋକଙ୍କୁ ଭଲ ପାଉଥିଲେ ।

ହରିଜନ ପତ୍ରିକାରେ ଉଲ୍ଲେଖ ଅଛି ଯେ,ଗାନ୍ଧୀ କହିଥିଲେ ଯେ , ଯଦି ଜଣେ ଉପବାସରେ ଶୋଉଛି ତାହାଲେ ପ୍ରକୃତ ସ୍ଵରାଜ ପାଇପାରୁ ନାହିଁ ବୋଲି ମୁଁ ଭାବିବି , ଏବଂ ଗାନ୍ଧୀ ଅହିଂସାର ପୂଜାରୀ ଥିଲେ । ଏହାକୁ ସମ୍ବିଧାନରେ ସ୍ଥାନ ଦିଆଯାଉ । ଅହିଂସାକୁ ସ୍ଥାନ ଦେବା ପାଇଁ ରାଜ୍ୟ ସରକାର ଚାହୁଁଛନ୍ତି । ଏବେ ସୋସିଆଲ ଜିମ ନାହିଁ ।ଏବଂ ଡେମୋକ୍ରାଟିକ୍ ନର୍ଭ ଡଷ୍ଟବିନରେ ପକାଯାଇଛି ଭଳି ଲାଗୁଛି । ଗାନ୍ଧୀଙ୍କ ହତ୍ୟା କରିଥିବା ଲୋକ ତାଙ୍କର ନୀତି ଆଦର୍ଶକୁ ଅନୁପ୍ରାଣିତ ହେଉଥିବା ବ୍ୟକ୍ତିତ୍ବ ଆଜି ଦେଶର ଶାସନ କରୁଛନ୍ତି ।

ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମନ୍ଦିର ପ୍ରତିଷ୍ଠା କରୁଛନ୍ତି ।ଏବଂ ଯେଉଁମାନେ ଗାନ୍ଧୀଙ୍କ ଫଟୋକୁ ଗୁଳି ମାରିଥିଲେ ତାକୁ ପ୍ରଧାନମନ୍ତ୍ରୀ ନିନ୍ଦା କରିଥିଲେ ମଧ୍ୟ ତାଙ୍କୁ ଦଳରୁ ବାହାର କରାଯାଇନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର । ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଏହି ଦଳ ଦେଶଭକ୍ତ ବୋଲି କହୁଛନ୍ତି । ମହାତ୍ମାଗାନ୍ଧୀଙ୍କୁ ଭୁଲେଇବା ପାଇଁ ଯୋଜନା ବଦ୍ଧ ଭାବରେ ଭୁଲେଇବା ପାଇଁ ପ୍ରୟାସ କରାଯାଉଛି ।

ଭୁବନେଶ୍ବରରୁ ତପନକୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.