ETV Bharat / city

ଅନଲାଇନ ଡିଏଲ ଆବେଦନରେ ଦଲାଲଗିରି - ଅନଲାଇନ ଦଲାଲ

ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରି ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ବରର ଜଣେ ବ୍ୟକ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅନଲାଇନ ଡିଏଲ ଆବେଦନରେ ଦଲାଲଗିରି
author img

By

Published : Nov 2, 2019, 8:01 PM IST

ଭୁବନେଶ୍ବର: ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆରଟିଓ ଅଫିସରେ ଦଲାଲମୁକ୍ତ ହେବା ପରେ ମାତିଛନ୍ତି ସାଇବର ଲୁଟେରା। ଫଳରେ ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରି ଠକାମୀର ଶିକାର ହୋଇଛନ୍ତି ସାଧାରଣ ଲୋକେ।

ଭୁବନେଶ୍ବରରେ ରହୁଥିବା ଜ୍ଞାନରଞ୍ଜନ ଦାସ ନାମକ ଏକ ବ୍ୟକ୍ତି ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଠକାମୀର ଶିକାର ହୋଇଛନ୍ତି। ସରକାରଙ୍କ ଭଳି ଅବିକଳ ଫେକ ୱେବସାଇଟ କରି ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଟଙ୍କା ଠକି ନେଉଛନ୍ତି ଅନଲାଇନ ଲୁଟେରା।

ଅନଲାଇନ ଡିଏଲ ଆବେଦନରେ ଦଲାଲଗିରି

ଗୁଗୁଲକୁ ଯାଇ ଡ୍ର।ଇଭିଙ୍ଗ ଲାଇସେନ୍ସ ସର୍ଚ୍ଚ କଲେ ଇ-ଡ୍ର।ଇଭିଙ୍ଗ ଲାଇସେନ୍ସର ଏକ ପେଜ ଖୋଲୁଛି। ଯାହା ଅବିକଳ ସରକାରଙ୍କ ପେଜ ଭଳି ଦେଖାଯାଉଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଠୁ ଆରମ୍ଭ କରି ସ୍ବଚ୍ଛ ଭାରତର ଲୋଗୋ ଏଥିରେ ରହିଛି । ଯିଏ କେହିବି ଦେଖିଲେ ଲାଗିବ ଏହା ଏକ ସରକାରୀ ପେଜ। ହେଲେ ଅସଲରେ ବାସ୍ତବତା କିଛି ଅଲଗା । ଗୋଟିଏ ପଟେ ଏହି ପେଜ ଖୋଲିବା ପରେ ସଙ୍ଗେ ସଙ୍ଗେ ଆପଣଙ୍କୁ ସବୁ ଡାଟା ମାଗୁଛି, ଆଉ ସବୁ ଡାଟା ପୁରଣ କଲା ପରେ ଆପଣଙ୍କ ସମ୍ମୁଖରେ ପେମେଣ୍ଟ ଅପସନ ଆସିବ। ପେମେଣ୍ଟ ଅପସନ କ୍ଲିକ କଲା ପରେ 1950 ଟଙ୍କା ଆକାଉଣ୍ଟରୁ କଟିଯାଉଛି । ହେଲେ କୌଣସି ଡ୍ରାଇଭିଙ୍ଗ ଲାଇସେନ୍ସ ଆସୁନାହିଁ। ଏନେଇ ସରକାର କିଛି ପଦକ୍ଷେପ ନେବାକୁ ଲୋକେ କହିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମାତିଳେ ସାଇବାର ଲୁଟେରା,ଅନଲାଇନ ଡିଏଲ ଆବେଦନ କରିବାରୁ ଠକି ନେଲେ ପଇସା

ଭିଓ 1
ସବଧାନ ଆପଣ ଅନ ଲାଇନ ରେ ଡିଏଲ ଏପ ଲାଏ କରୁଛନ୍ତି କି? ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ
ମାତିଛନ୍ତି ଅନ ଲାଇନ ଠକ, ଆର ଟି ଓ ଦଲାଲ ମୁକ୍ତ ହେବା ପରେ ଅନ ଲାଇନ ରେ ଆରମ୍ଭ ହୋଇଛି ଦଲାଲ ଗିରି, ସରକାର ଙ୍କ ଭଳି ଅବିକଳ ଫେକ ୱବସାଇଟ କରି ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଟଙ୍କା ଠକି ନେଉଛନ୍ତି। ଏଭଳି ଭୁବନେଶ୍ୱର ର ଜଣେ ବ୍ୟକ୍ତି ଙ୍କୁ ଚୁନା ଲଗାଇ ଦେଇଛନ୍ତି ଏହି ସାଇବର ଠକ।।

ଭିଓ 2
ଭଲ କରି ଦେଖନ୍ତୁ ଏହି ୱବସାଇଟ କୁ ,ଗୁଗୁଲ କୁ ଯାଇ ଡ୍ର।ଇଭିଙ୍ଗ ଲାଇସେନ୍ସ ସର୍ଚ୍ଚ କରିଲେ ଇ ଡ୍ର।ଇଭିଙ୍ଗ ଲାଇସେନ୍ସର ର ଏକ ପେଜ ଖୋଲିବ,ଯାହା ଅବିକଳ ସରକାର ଙ୍କ ପେଜ ଭଳି ଦେଖାଯାଉଛି, କାରଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଫୋଟେ ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ର ଲୋଗୋ ମଧ୍ୟ ଲାଗିଛି।ଯିଏ କେହିବି ଦେଖିଲେ ଲାଗିବ ଏହା ଏକ ସରକାରୀ ପେଜ। କିନ୍ତୁ ଅସଲ ରେ ବାସ୍ତବତା କିଛି ଅଲଗା।
ଗୋଟିଏ ପଟେ ଏହି ପେଜ ଖୋଲିବା ପରେ ସଂଗେ ସଂଗେ ଆପଣ ଙ୍କୁ ସବୁ ଡାଟା ମାଗିବ, ଆଉ ସବୁ ଡାଟା ପୁରଣ କଲା ପରେ ଆପଣ ଙ୍କ ସମୁଖ ପେମେଣ୍ଟ ଅପସନ ଆସିବ। ଆଉ ଆପଣ ପେମେଂଟ ଅପସନ କ୍ଲିକ କଲା ପରେ 1950 ଟଙ୍କା ଆପଣ ଠାରୁ ହଡ଼ପ କରି ନେବ। ହେଲେ କୌଣସି ଡିଏଲ ଆସିବ ନାହିଁ। ବରଂ ଆପଣଙ୍କ ଟଙ୍କା ନେଇ ଛୁ ହୋଇ ଯିବେ ଏ ମାନେ।

ବାଇଟ ଜ୍ଞାନରଂଜନ ଦାଶ , ଠକ ର ଶିକାର ବ୍ୟକ୍ତି
ବାଇଟ ଅନିକେଟ ଦାସ, ଠକ ର ଶିକାର ବ୍ୟକ୍ତି ଙ୍କ ପୁଅ
ବାଇଟ ଚିରାଗ ରଥ , ସାଇବର ଏକ୍ସପଟ

ଫାଇନାଲ ଭିଓ
ଗୋଟିଏ ପଟେ ଦଲାଲ ମୁକ୍ତ ହେବା ପରେ ଆଉ ଗୋଟିଏ ପଟେ ଅନଲାଇନ ରେ ଦଲାଲ ନିଜର ରାଜ କରୁଛନ୍ତି। ଯାହାର ଶିକାର ହେଉଛନ୍ତି ସାଧାରଣ ଲୋକେ, ଯଥା ଶୀଘ୍ର ୟା ଉପରେ ସରକାର ପଦକ୍ଷେପ ନେବା ଏବେ ଜରୁରୀ ହୋଇ ପଡ଼ିଲାଣି।

Body:ମାତିଳେ ସାଇବାର ଲୁଟେରା,ଅନଲାଇନ ଡିଏଲ ଆବେଦନ କରିବାରୁ ଠକି ନେଲେ ପଇସା

ବି ଦ୍ର ଆଉ କିଛି ଡାଟା ରାପ ରେ ଦେଉଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.