ଭୁବନେଶ୍ବର: ଓଡିଶା କଂଗ୍ରେସର ବରିଷ୍ଠ ନେତା । ପଶ୍ଚିମ ଓଡିଶାର ଅନ୍ୟତନ କ୍ଷମତାଶାଳୀ ରାଜନେତା । ତଥା ବିଶିଷ୍ଟ ଆଦିବାସୀ ରାଜନେତା । ସର୍ବୋପରି ରାଜ୍ୟର ପ୍ରଥମ ଆଦିବାଶୀ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ । ଆଜି ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ 83 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏନେଇ ତାଙ୍କ ଝିଅ ତଥା ବିଜେଡି ନେତ୍ରୀ ସୁନୀତା ବିଶ୍ବାଳ ସୂଚନା ଦେଇଛନ୍ତି ।
-
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ରାଜ୍ୟର ପ୍ରଗତି ଏବଂ ଲୋକଙ୍କ ଉନ୍ନତି ଦିଗରେ ସେ କରିଯାଇଥିବା କାର୍ଯ୍ୟ ପାଇଁ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 25, 2022 " class="align-text-top noRightClick twitterSection" data="
">ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ରାଜ୍ୟର ପ୍ରଗତି ଏବଂ ଲୋକଙ୍କ ଉନ୍ନତି ଦିଗରେ ସେ କରିଯାଇଥିବା କାର୍ଯ୍ୟ ପାଇଁ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 25, 2022ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ରାଜ୍ୟର ପ୍ରଗତି ଏବଂ ଲୋକଙ୍କ ଉନ୍ନତି ଦିଗରେ ସେ କରିଯାଇଥିବା କାର୍ଯ୍ୟ ପାଇଁ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 25, 2022
-
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା ।
— Dharmendra Pradhan (@dpradhanbjp) February 25, 2022 " class="align-text-top noRightClick twitterSection" data="
">ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା ।
— Dharmendra Pradhan (@dpradhanbjp) February 25, 2022ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା ।
— Dharmendra Pradhan (@dpradhanbjp) February 25, 2022
-
ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ସାଂସଦ ଶ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ସହିତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି।
— Naba Kisore Das (@nabadasjsg) February 25, 2022 " class="align-text-top noRightClick twitterSection" data="
">ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ସାଂସଦ ଶ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ସହିତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି।
— Naba Kisore Das (@nabadasjsg) February 25, 2022ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ସାଂସଦ ଶ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ସହିତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି।
— Naba Kisore Das (@nabadasjsg) February 25, 2022
ପଞ୍ଚାୟତ ରାଜନୀତିରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପହଞ୍ଚିଥିବା ସ୍ବର୍ଗତ ବିଶ୍ବାଳ ସତୁରି ଦଶକରେ ରାଜନୀତି ଆରମ୍ଭ କରିଥିଲେ । ପ୍ରଥମ ଥର ପାଇଁ 1974 ମସିହାରେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ଲଗାତାର 1977 , 1980, 1985, 1990, 1995, 2000 ଓ ଶେଷଥର ପାଇଁ 2004 ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିଜ ରାଜନୈତିକ ଜୀବନରେ ମୋଟ ଥର ବିଧାୟକ ଥିବା ହେମାନନ୍ଦ ସଂସଦକୁ ମଧ୍ୟ ଯାଇଥିଲେ । 2009 ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
-
ଭୂତପୂର୍ବ ମୂଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ଵାଳଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକଟ କରିବା ସହିତ ଶୋକସନ୍ତପ୍ତ ପରିବାର ଓ ଅନୁଗାମୀମାନଙ୍କୁ ସମବେଦନା ଜଣାଇଛନ୍ତି l ଓଡିଶାର ପ୍ରଗତିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜନମାନସରେ ସେ ଚିର ସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି l
— Governor Odisha (@GovernorOdisha) February 25, 2022 " class="align-text-top noRightClick twitterSection" data="
">ଭୂତପୂର୍ବ ମୂଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ଵାଳଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକଟ କରିବା ସହିତ ଶୋକସନ୍ତପ୍ତ ପରିବାର ଓ ଅନୁଗାମୀମାନଙ୍କୁ ସମବେଦନା ଜଣାଇଛନ୍ତି l ଓଡିଶାର ପ୍ରଗତିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜନମାନସରେ ସେ ଚିର ସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି l
— Governor Odisha (@GovernorOdisha) February 25, 2022ଭୂତପୂର୍ବ ମୂଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ଵାଳଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକଟ କରିବା ସହିତ ଶୋକସନ୍ତପ୍ତ ପରିବାର ଓ ଅନୁଗାମୀମାନଙ୍କୁ ସମବେଦନା ଜଣାଇଛନ୍ତି l ଓଡିଶାର ପ୍ରଗତିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜନମାନସରେ ସେ ଚିର ସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି l
— Governor Odisha (@GovernorOdisha) February 25, 2022
-
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକରେ ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ଏବଂ ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । pic.twitter.com/cjl904xEpg
— Dr. Amar Patnaik (@Amar4Odisha) February 25, 2022 " class="align-text-top noRightClick twitterSection" data="
">ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକରେ ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ଏବଂ ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । pic.twitter.com/cjl904xEpg
— Dr. Amar Patnaik (@Amar4Odisha) February 25, 2022ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକରେ ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ଏବଂ ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । pic.twitter.com/cjl904xEpg
— Dr. Amar Patnaik (@Amar4Odisha) February 25, 2022
ସେହିପରି 1985 ମାର୍ଚ୍ଚରୁ 1986 ଡିସେମ୍ବର ପର୍ଯ୍ୟନ୍ତ ସେତେବେଳର କଂଗ୍ରେସ ସରକାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । 1989 ଡିସେମ୍ବର 7 ରୁ 1990 ମାର୍ଚ୍ଚ 5 ତାରିଖ ସ୍ବଳ୍ପ ସମୟ ପାଇଁ ପ୍ରଥମ ଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ 1999 ଡିସେମ୍ବର 6 ରୁ 2000 ମାର୍ଚ୍ଚ 5 ପର୍ଯ୍ୟନ୍ତ 8 ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୋଟ ଉପରେ ହେମାନନ୍ଦ 2 ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେମାନନ୍ଦଙ୍କ ମୁଖ୍ୟମନ୍ତ୍ରୀ ପରେ ପରେ କଂଗ୍ରେସ ଆଉ ରାଜ୍ୟରେ କ୍ଷମତାକୁ ଫେରି ନାହିଁ । ସେହିଭଳି ହେମାନନ୍ଦ 1998 ମେ 6 ରୁ 1999 ଡିସେମ୍ବର 27 ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ବରେ ଥିଲେ ।
-
ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରିଷ୍ଠ ନେତା ଶ୍ରୀ ହିମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ I ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ନିଜ ଚରଣରେ ସ୍ଥାନ ଦେବାସହିତ ତାଙ୍କ ପରିବାର ଓ ପ୍ରିୟଜନ ମାନଙ୍କୁ ଏହି ଦୁଃଖ ସହନ କରିବା ପାଇଁ ଅସୀମ ଧର୍ଯ୍ୟ ଏବଂ ଶକ୍ତିପ୍ରଦାନ କରନ୍ତୁ lଓମ୍ ଶାନ୍ତି pic.twitter.com/RscwzTDuhI
— Er. Bishweswar Tudu (@Bishweswar_Tudu) February 25, 2022 " class="align-text-top noRightClick twitterSection" data="
">ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରିଷ୍ଠ ନେତା ଶ୍ରୀ ହିମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ I ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ନିଜ ଚରଣରେ ସ୍ଥାନ ଦେବାସହିତ ତାଙ୍କ ପରିବାର ଓ ପ୍ରିୟଜନ ମାନଙ୍କୁ ଏହି ଦୁଃଖ ସହନ କରିବା ପାଇଁ ଅସୀମ ଧର୍ଯ୍ୟ ଏବଂ ଶକ୍ତିପ୍ରଦାନ କରନ୍ତୁ lଓମ୍ ଶାନ୍ତି pic.twitter.com/RscwzTDuhI
— Er. Bishweswar Tudu (@Bishweswar_Tudu) February 25, 2022ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରିଷ୍ଠ ନେତା ଶ୍ରୀ ହିମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ I ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ନିଜ ଚରଣରେ ସ୍ଥାନ ଦେବାସହିତ ତାଙ୍କ ପରିବାର ଓ ପ୍ରିୟଜନ ମାନଙ୍କୁ ଏହି ଦୁଃଖ ସହନ କରିବା ପାଇଁ ଅସୀମ ଧର୍ଯ୍ୟ ଏବଂ ଶକ୍ତିପ୍ରଦାନ କରନ୍ତୁ lଓମ୍ ଶାନ୍ତି pic.twitter.com/RscwzTDuhI
— Er. Bishweswar Tudu (@Bishweswar_Tudu) February 25, 2022
-
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ସେ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଳାଇଥିଲେ ଏବଂ ବହୁବାର ବିଧାୟକ ଓ ସାଂସଦ ଭାବରେ ରାଜ୍ୟବାସୀଙ୍କର ସେବା କରିଥିଲେ l
— Biswa Bhusan Harichandan (@BiswabhusanHC) February 25, 2022 " class="align-text-top noRightClick twitterSection" data="
">ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ସେ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଳାଇଥିଲେ ଏବଂ ବହୁବାର ବିଧାୟକ ଓ ସାଂସଦ ଭାବରେ ରାଜ୍ୟବାସୀଙ୍କର ସେବା କରିଥିଲେ l
— Biswa Bhusan Harichandan (@BiswabhusanHC) February 25, 2022ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ସେ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଳାଇଥିଲେ ଏବଂ ବହୁବାର ବିଧାୟକ ଓ ସାଂସଦ ଭାବରେ ରାଜ୍ୟବାସୀଙ୍କର ସେବା କରିଥିଲେ l
— Biswa Bhusan Harichandan (@BiswabhusanHC) February 25, 2022
-
Sad to hear about the demise of former Odisha CM and senior Congress leader, Shri Hemananda Biswal. He stood for Congress party’s ideals throughout his life. @INCOdisha will miss him dearly. My deepest condolences to his family. Om Shanti 🙏 pic.twitter.com/k3xENB7X80
— Niranjan Patnaik (@NPatnaikOdisha) February 25, 2022 " class="align-text-top noRightClick twitterSection" data="
">Sad to hear about the demise of former Odisha CM and senior Congress leader, Shri Hemananda Biswal. He stood for Congress party’s ideals throughout his life. @INCOdisha will miss him dearly. My deepest condolences to his family. Om Shanti 🙏 pic.twitter.com/k3xENB7X80
— Niranjan Patnaik (@NPatnaikOdisha) February 25, 2022Sad to hear about the demise of former Odisha CM and senior Congress leader, Shri Hemananda Biswal. He stood for Congress party’s ideals throughout his life. @INCOdisha will miss him dearly. My deepest condolences to his family. Om Shanti 🙏 pic.twitter.com/k3xENB7X80
— Niranjan Patnaik (@NPatnaikOdisha) February 25, 2022
ବର୍ଷ 1939 ଡିସେମ୍ବର 1 ରେ ଅବିଭକ୍ତ ସୁନ୍ଦରଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ହେମାନନ୍ଦ ବିଶ୍ବାଳ । ଆଜି ତାଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁରେ ସାରା ରାଜ୍ୟ ଶୋକବ୍ୟକ୍ତ କରିଛି। ଏହାସହ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଅନେକ କଂଗ୍ରେସ ନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।
-
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। @NPatnaikOdisha pic.twitter.com/wDxTNcVhwY
— Odisha Congress (@INCOdisha) February 25, 2022 " class="align-text-top noRightClick twitterSection" data="
">ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। @NPatnaikOdisha pic.twitter.com/wDxTNcVhwY
— Odisha Congress (@INCOdisha) February 25, 2022ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। @NPatnaikOdisha pic.twitter.com/wDxTNcVhwY
— Odisha Congress (@INCOdisha) February 25, 2022
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ