ETV Bharat / city

ସହିଦ ଲକ୍ଷ୍ମଣ ନାୟକଙ୍କୁ ‘ଭାରତ ରତ୍ନ’ ଦାବି - bharat ratna to laxman nayak

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରେ ସହିଦ ଲକ୍ଷ୍ମଣ ନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି ଜୋର ଧରିଛି । ସହିଦ ଲକ୍ଷ୍ମଣ ନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ସହିଦ ଲକ୍ଷ୍ମଣ ନାୟକଙ୍କୁ ‘ଭାରତ ରତ୍ନ’ ଦାବି
author img

By

Published : Nov 22, 2019, 2:07 PM IST

ଭୁବନେଶ୍ବର: ଆଜି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ । ଦେଶର ସ୍ବାଧିନତା ପାଇଁ ଫାଶୀ ଖୁଣ୍ଟରେ ଚଢିଥିବା ଏହି ମହାନ ପୁରୁଷଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ଜୋର ଧରିଛି । ଲକ୍ଷ୍ମଣ ନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ଦେଶକୁ ସ୍ବାଧୀନ କରିବାରେ ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ସବୁ ସମୟ ପାଇଁ ମନେ ରହିବ । ଜଣେ ଗରିବ ପରିବାରରେ ଜନ୍ମ ହୋଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସେ ଲଢି ଫାଶିଖୁଣ୍ଟରେ ଝୁଲିଥିଲେ । ତେଣୁ ବିଧାନସଭାରେ ଏନେଇ ସରକାର ପ୍ରସ୍ତାବ ଆଣି ପାରିତ କରି କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏହି ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କୁ ଭାରତ ରତ୍ନ ମିଳୁ। ଦେଶକୁ ସ୍ୱାଧୀନ କରିବାକୁ ତାଙ୍କର ବଳିଦାନ ସବୁ ସମୟ ପାଇଁ ମନେ ରହିବ। ଜଣେ ଗରିବ ପରିବାରରେ ଜନ୍ମ ହୋଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସେ ଲଢ଼ି ଫାଶିଖୁଣ୍ଟରେ ଝୁଲିଥିଲେ। ତେଣୁ ବିଧାନସଭା ରେ ଏନେଇ ସରକାର ପ୍ରସ୍ତାବ ଆଣି ପାରିତ କରି କେନ୍ଦ୍ର ସରକାର ଙ୍କୁ ଦିଅନ୍ତୁ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିସହ ସବୁ ବିରୋଧୀ ମଫଃୟ ଦଳମତ ନିର୍ବିଶେଷରେ ଏହାକୁ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.