ETV Bharat / city

2019 ଚିଟଫଣ୍ଡ ମାମଲା; ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡିଶା ପୋଲିସ

author img

By

Published : Sep 7, 2021, 12:36 PM IST

ଓଡିଶା ଚିଟଫଣ୍ଡ ଠକେଇରେ ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା EOW (ଅର୍ଥନୈତିକ ଅପରାଧା ଶାଖା) । ଅଧିକ ପଢନ୍ତୁ...

ଓଡିଶା ଚିଟଫଣ୍ଡ ଠକେଇରେ  ଆନ୍ଧ୍ରର ପୂର୍ବତନ ବିଧାୟକ ଗିରଫ

ଭୁବନେଶ୍ବର: ଓଡିଶା ଚିଟଫଣ୍ଡ ଠକେଇରେ ଆନ୍ଧ୍ରର ପୂର୍ବତନ ବିଧାୟକ ଗିରଫ । ଓ୍ବେଲଫେୟାର ଗ୍ରୁପ ଅଫ କମ୍ପାନିଜ ନାଁରେ ୨କୋଟି ଟଙ୍କା ଠକେଇ ଅଭିଯୋଗରେ ଆନ୍ଧ୍ରରୁ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କୁ ଗିରଫ କରିଛି EOW । ୨୦୧୯ରେ ଓଡିଶାରେ ହୋଇଥିବା ଚିଟଫଣ୍ଡ ଦୁର୍ନିତୀରେ ସମ୍ପୃକ୍ତ ଥିଲେ ଏମଭି ପ୍ରସାଦ ।

ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ଥିଲେ ଏମଭି ପ୍ରସାଦ । ଗତକାଲି ଓଡ଼ିଶା ସିଆଇଡି ଟିମ ତାଙ୍କ ବିଶାଖାପାଟଣା ସ୍ଥିତ ଘରେ ଚଢ଼ାଉ କରିଥିଲା। ଚିଟଫଣ୍ଡ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଆଜି ଇଏଡବ୍ଲୁ ଆଇପିସିର ଧାରା ୪୨୦,୪୦୬,୪୬୭,୪୬୮,୪୭୧,୧୨୦ (ବି) ରେ ଗିରଫ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.