ETV Bharat / city

ଫରେଷ୍ଟ ଫାୟାର ଟାକ୍ସଫୋର୍ସ ସୂଚନା, ରାଜ୍ୟରେ ଜଙ୍ଗଲ ନିଆଁ ନିୟନ୍ତ୍ରଣାଧୀନ

ଶିମିଳିପାଳ ସମେତ ରାଜ୍ୟର ଅନ୍ୟ ସମସ୍ତ ଜଙ୍ଗଲରେ ନିଆଁ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣରେ ରହିଥିବା ସୂଚନା ଦେଲା ଫରେଷ୍ଟ ଫାୟାର ଟାକ୍ସ ଫୋର୍ସ ସୂଚନା । ଅଧିକ ପଢନ୍ତୁ....

author img

By

Published : Mar 14, 2021, 6:28 PM IST

ଫରେଷ୍ଟ ଫାୟାର ଟାକ୍ସ ଫୋର୍ସ ସୂଚନା, ରାଜ୍ୟରେ ଜଙ୍ଗଲ ନିଆଁ ନିୟନ୍ତ୍ରଣାଧୀନ

ଭୁବନେଶ୍ବର : ଶିମିଳିପାଳ ସମେତ ରାଜ୍ୟରେ ଅନ୍ୟ ସମସ୍ତ ଜଙ୍ଗଲରେ ନିଆଁ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣରେ ରହିଛି। ଏନେଇ ଫରେଷ୍ଟ ଫାୟାର ଟାକ୍ସ ଫୋର୍ସ ସୂଚନା ଦେଇଛନ୍ତି। ଆଗକୁ ଗ୍ରୀଷ୍ମ ରୁତୁ ଆସୁଥିବାରୁ ଜଙ୍ଗଲରେ ନିଆଁକୁ ନେଇ ଭୟ ରହିଥିବାବେଳେ ସ୍ଥାନୀୟ ବସିନ୍ଧାଙ୍କ ସମେତ ବନ କର୍ମଚାରୀ ମାନେ ସତର୍କ ଓ ସଚେତନତା କରିବା ଆବଶ୍ୟକ। ଫରେଷ୍ଟ ସର୍ଭେ ଅଫ ଅଣ୍ଡିଆ( FSI)ର ଆଲର୍ଟ ଆନୁଯାୟୀ ରାଜ୍ୟରେ ଥିବା ଜଙ୍ଗଲରେ ନିଆଁ ପ୍ରାୟତଃ ନାହିଁ ବୋଲି ସୂଚନା ଦେଇଛନ୍ତି।

ରାଜ୍ୟରେ ଅଗ୍ନି ପରିସ୍ଥିତିକୁ ହ୍ରାସ କରିବା ପାଇଁ ବିଶେଷ ଭାବରେ ବିହ୍ନଟ ହୋଇଥିବା ବନାଗ୍ନି ପ୍ରବଣ ଏବଂ ବନାଗ୍ନି ପ୍ରାବଲ୍ୟ ଅଞ୍ଚଳରେ ବର୍ଦ୍ଧିତ ମାନବଶକ୍ତି ଏବଂ ଭିତ୍ତିଭୂମିକୁ ପ୍ରଭାବଶାଳୀ ଭାବରେ ଆବଶ୍ୟକ ସ୍ଥଳରେ ନିୟୋଜିତ କରାଯାଉଛି। ଅଗ୍ନିଶମ ଅଧିକାରୀଙ୍କ ସହ ୨୫ ଜଣ ଓ ୮ ଟି ODRAF ଟିମ ସହ ଜଙ୍ଗଲ କର୍ମଚାରୀମନେ ଜଙ୍ଗଲ ନିଆଁ ଲିଭାଇବାରେ ସକ୍ରିୟ ଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.