ETV Bharat / city

କମୁଛି ଜଙ୍ଗଲ ନିଆଁ, ବନ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ - order to be aware forest officers

ବନାଗ୍ନିକୁ ହ୍ରାସ କରିବା ନିମନ୍ତେ କ୍ଷେତ୍ର କର୍ମଚାରୀ ମାନଙ୍କୁ 24 ଘଣ୍ଟିଆ ଓଡ୍ରାଫ୍, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ସମ୍ପ୍ରଦାୟ, PRI ସଦସ୍ୟଙ୍କ ସହଯୋଗରେ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଅଧିକ ପଢନ୍ତୁ...

କମୁଛି ଜଙ୍ଗଲ ନିଆଁ, ବନ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

author img

By

Published : Mar 25, 2021, 10:49 PM IST

ଭୁବନେଶ୍ବର : ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ପରିସ୍ଥିତିକୁ ପ୍ରଶମିତ କରିବା ନିମନ୍ତେ ନିରନ୍ତର ସମୀକ୍ଷା କରିବା ସହ ପ୍ରଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ବନାଗ୍ନିକୁ ହ୍ରାସ କରିବା ନିମନ୍ତେ କ୍ଷେତ୍ର କର୍ମଚାରୀ ମାନଙ୍କୁ 24 ଘଣ୍ଟିଆ ଓଡ୍ରାଫ୍, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ସମ୍ପ୍ରଦାୟ, PRI ସଦସ୍ୟଙ୍କ ସହଯୋଗରେ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଅଛି ।

କମୁଛି ଜଙ୍ଗଲ ନିଆଁ, ବନ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଆସନ୍ତା ୩-୪ ଦିନ ଭିତରେ ରାଜ୍ୟର କିଛି ଅଂଶରେ ବର୍ଷାର ପୂର୍ବାନୁମାନ ସତ୍ତ୍ବେ ବନାଗ୍ନି ପରିସ୍ଥିତିକୁ ସୁହାଇବା ଭଳି ଜଳବାୟୁ ବାତାବରଣ ସମଗ୍ର ରାଜ୍ୟରେ ଜାରି ରହିବ ।
ନିରନ୍ତର ଅନ‌ଲାଇନ୍ ତଦାରଖ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ପ୍ରଚଳିତ ବନାଗ୍ନି ପରିସ୍ତିତି ନିୟନ୍ତ୍ରଣାଧୀନ ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.