ETV Bharat / city

ଡିଜିଟାଲ ଯୁଗରେ କମୁଛି ଫୁଲର ଚାହିଦା - flower business

ନିତିଦିନ ଫୁଲ କିଣିବା ଆଉ ନୂଆ ବର୍ଷରେ ଫୁଲ କିଣିବା ଭିତରେ ଅନେକ ଫରକ ଥାଏ। କାରଣ ନୂଆବର୍ଷରେ ନିଜର ପ୍ରିୟଜନଙ୍କୁ ଫୁଲ ଟିଏ ଦେଇ ନବବର୍ଷର ଅଭିନନ୍ଦନ ଜଣାଇଥାନ୍ତି ଲୋକେ। ହେଲେ ଆଗଭଳି ନାହିଁ ଫୁଲର ଚାହିଦା। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

flower business
ଡିଜିଟାଲ ଯୁଗରେ କମୁଛି ଫୁଲର ଚାହିଦା
author img

By

Published : Jan 1, 2020, 5:36 PM IST

ଭୁବନେଶ୍ବର: ନୂଆବର୍ଷ କେତେ ଆଶା କେତେ ସ୍ବପ୍ନ। ନୂଆବର୍ଷ ଆସିଲେ ଆପଣାର ମଣିଷକୁ ଫୁଲତୋଡା ଦେଇଥାନ୍ତି ସମସ୍ତେ। ଖାସ୍ ସେଥିପାଇଁ ନୂଆବର୍ଷ ଦିନ ସକାଳୁ ସକାଳୁ ଲାଗିଯାଏ ଫୁଲ ଦୋକାନରେ ଗହଳି ଚହଳି। ହେଲେ ବଦଳିଛି ସମୟ, ଫୁଲର ସ୍ଥାନ ନେଇଛି ସୋସିଆଲ ମିଡିଆ। ଏକଥା ଆମେ କହୁନୁ, ଏହା କହୁଛନ୍ତି ଫୁଲ ଦୋକାନୀ।

ଡିଜିଟାଲ ଯୁଗରେ କମୁଛି ଫୁଲର ଚାହିଦା

ନୂଆବର୍ଷରେ ଫୁଲ ବ୍ୟବସାୟ କରି ଭଲ ଦୁଇ ପଇସା ରୋଜଗାର କରନ୍ତି ବ୍ୟବସାୟୀ । ହେଲେ ଆଗଭଳି ଆଉ ଫୁଲ ବେପାର ହେଉନଥିବା କୁହନ୍ତି ରାଜଧାନୀର ଫୁଲ ବେପାରୀ । କାରଣ ସମୟ ବଦଳୁଥିବା ଯୋଗୁଁ ଲୋକେ ଆଗଭଳି ନାହିଁ ଫୁଲର ଚାହିଦା । ସୋସିଆଲ ମିଡିଆ ଜରିଆରେ ଲୋକେ ନିଜ ପ୍ରିୟଜନକୁ ଶୁଭେଚ୍ଛା ଜଣାଉଛନ୍ତି। ଯାହା ଫଳରେ ଫୁଲ ବେପାର କମୁଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଡିଜିଟାଲ ଯୁଗ ରେ ଫୁଲ ବେପାରୀ ଉପରେ ପଡ଼ିଲା ଚଡକ,

ଡିଜିଟାଲ ଯୁଗ ରେ ଫୁଲ ବେପାରୀ ଉପରେ ପଡ଼ିଲା ଚଡକ,
ନୀତିଦିନ ଫୁଲ କିଣିବା ଆଉ ନୂଆ ବର୍ଷ ରେ ଫୁଲ କିଣିବା ଭିତରେ କିଛି ଫରକ ଥାଏ। କାରଣ ନୂଆଁବର୍ଷ ରେ ନିଜର ପ୍ରିୟଜନ ଙ୍କୁ ଫୁଲ ଟିଏ ଦେଇ ନବବର୍ଷ ର ଅଭିନନ୍ଦନ ଲୋକେ ଜାଣନ୍ତି। ଆଉ ନୂଆବର୍ଷ ରେ ଫୁଲ ବେପାରୀ ବି ବେଶ ଭଲ ଦୁଇ ପଇସା ରେଜଗାର କରିବାଇ ଆଶା ରେ ଥାନ୍ତି। ହେଲେ କିଛି ବର୍ଷ ହେଲା ପୂର୍ବ ଭଳି ଫୁଲ ବେପାର ହେଉ ନଥିବାର କହିଛନ୍ତି ରାଜଧାନୀ ଫୁଲ ବେପାରୀ । କାରଣ ଲୋକେ ଡିଜିଟାଲାଇଜ ହୋଇ ବସିଲେଣି। ନିଜର ପ୍ରିୟଜନ ଙ୍କୁ ବିଭିନ୍ନ ସେସିଆଲ ମିଡିଆ ମାଧ୍ୟମରେ ଯଥା ଫେସବୁକ ,ୱାଟସ ୱାପ ରେ ନବବର୍ଷ ର ଶୁବେଚ୍ଛ। ଜଣାଉଛନ୍ତି। ଦୂର ରେ ଥିବା ବନ୍ଧୁବର୍ଗ ଙ୍କୁ ବି ମେଜେସ ମଧ୍ୟମ ରେ ନୂଆବର୍ଷ ର ଉଇସ ଜଣାଉଛନ୍ତି। ତେଣୁ କରି ଧୀରେ ଧୀରେ ଫୁଲ ବ୍ୟବସାୟ ଏକ ପ୍ରକାର କମିବାରେ ଲାଗିଛି।

ବାଇଟ ଫୁଲ ବେପାରୀ

Body:ଡିଜିଟାଲ ଯୁଗ ରେ ଫୁଲ ବେପାରୀ ଉପରେ ପଡ଼ିଲା ଚଡକ,

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.