ETV Bharat / city

ରାଜ୍ୟରୁ ଟଳିଲା ବନ୍ୟା ସ୍ଥିତି - ଯୁଗ୍ମ ରିଲିଫ କମିଶନର

ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରିବା ନେଇ ସୂଚନା ଦେଲେ ଯୁଗ୍ମ ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର । ମୁଣ୍ଡୁଳି ଦେଇ 4 ଲକ୍ଷ73 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ମହାପାତ୍ର କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 16, 2019, 2:56 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ବନ୍ୟା ପରିସ୍ଥିତି ସୁଧୁରିବାରେ ଲାଗିଛି । ସବୁ ନଦୀର ଜଳପତ୍ତନ ହ୍ରାସ ପାଇଛି । ହୀରାକୁଦ ଜଳଭଣ୍ଡାର ରୁ 10ଟି ଗେଟ ବନ୍ଦ ହୋଇଛି । ଆଉ ବର୍ଷାର ଆଶଙ୍କା ବି ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଧୀରେ ଧୀରେ ଓଡ୍ରାଫ ଓ NDRF ଟିମ ହଟାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର । କିଛି ସ୍ଥାନରେ ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ସହ କିଛି ଲୋକଙ୍କୁ ରିଲିଫ ଯୋଗାଇ ଦିଆଯାଇଛି । କିଛି ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ସମସ୍ୟା ହୋଇଥିବା କହିଛନ୍ତି ରଞ୍ଜନ ।

ଅନ୍ୟପକ୍ଷରେ ଏବେ ମୁଣ୍ଡୁଳି ଦେଇ 4 ଲକ୍ଷ73 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଟଳିଲା ବନ୍ୟା ସ୍ଥିତି। ସବୁ ନଦୀର ଜଳପତ୍ତନ ହ୍ରାସ ପାଇଛି। ହୀରାକୁଦ ଜଳଭଣ୍ଡାର ରୁ 10ଟି ଗେଟ ବନ୍ଦ ରହିଛି। ଆଉ ବର୍ଷା ର ଆଶଙ୍କା ବି ନାହିଁ। ଧୀରେ ଧୀରେ ଓଡ୍ରାଫ ଓ NDRF ଟିମ ହଟାଇ ଦିଆଯିବ। ଏହି ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ କମିଶନର। କିଛି ସ୍ଥାନରେ ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ସହ କିଛି ଲୋକଙ୍କୁ ରିଲିଫ ଯୋଗାଇ ଦିଆଯାଇଛି। କିଛି ତଳି ଅଂଚଳରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ସମସ୍ୟା ହୋଇଥିଲା।

Body:ଏବେ ମୁଣ୍ଡୁଳି ଦେଇ 4 ଲକ୍ଷ73 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।
ବାଇଟ ପ୍ରଭାତ ରଞ୍ଜନ ମହାପାତ୍ର, ଯୁଗ୍ମ ରିଲିଫ କମିଶନର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.