ETV Bharat / city

5ଟି ଜିଲ୍ଲାରେ ରହିଛି ସର୍ବାଧିକ ଡିଏମଏଫ ଫଣ୍ଡ - ସର୍ବାଧିକ ଡିଏମଏଫ ଫଣ୍ଡ

ରାଜ୍ୟର ସର୍ବାଧିକ ଡିଏମଏଫ ଫଣ୍ଡ 5ଟି ଜିଲ୍ଲାରେ ରହିଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ...

5ଟି ଜିଲ୍ଲାରେ ରହିଛି ସର୍ବାଧିକ ଡିଏମଏଫ ଫଣ୍ଡ
5ଟି ଜିଲ୍ଲାରେ ରହିଛି ସର୍ବାଧିକ ଡିଏମଏଫ ଫଣ୍ଡ
author img

By

Published : Feb 25, 2021, 1:39 PM IST

ଭୁବନେଶ୍ବର: ରାଜ୍ୟର 5ଟି ଜିଲ୍ଲାରେ ରହିଛି ସର୍ବାଧିକ ଡିଏମଏଫ ଫଣ୍ଡ । କେନ୍ଦୁଝର, ଯାଜପୁର, ସୁନ୍ଦରଗଡ, ଅନୁଗୋଳ ଏବଂ ଝାରସୁଗୁଡାରେ ଡିଏମଏଫ ଫଣ୍ଡ ସର୍ବାଧିକ ରହିଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

5ଟି ଜିଲ୍ଲାରେ ରହିଛି ସର୍ବାଧିକ ଡିଏମଏଫ ଫଣ୍ଡ

କେନ୍ଦୁଝରରେ 3697 କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଖର୍ଚ୍ଚ ହୋଇଛି 1985 କୋଟି, ଯାଜପୁରରେ 1616 କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଖର୍ଚ୍ଚ ହୋଇଛି 1096 କୋଟି । ସେହିପରି ସୁନ୍ଦରଗଡ 4572 କୋଟି ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 1128 କୋଟି, ଅନୁଗୋଳ 1641 କୋଟି ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 956 କୋଟି ଖର୍ଚ୍ଚ ହୋଇଛି ।

ଅନ୍ୟପଟେ ଝାରସୁଗୁଡାରେ 1470 କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 823 କୋଟି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.