ଭୁବନେଶ୍ବର: ଆସନ୍ତା 11ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 4ଟି ଲୋକସଭା ଏବଂ 28ଟି ବିଧାନସଭା ପାଇଁ ହେବ ଭୋଟ ଗ୍ରହଣ । ତେବେ ଫାଷ୍ଟ ଫେଜ୍ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଥିବା ଦଳର ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
-
ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢିବାକୁ ଯାଉଥିବା ଦଳର ସମସ୍ତ ଲୋକସଭା ଓ ବିଧାନସଭାର ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା।
— Naveen Patnaik (@Naveen_Odisha) April 9, 2019 " class="align-text-top noRightClick twitterSection" data="
Wish my best to all @bjd_odisha candidates for first phase of #OdishaElections2019 & #LokSabhaElections2019. #GhareGhareSankha pic.twitter.com/zbQB7Bs0gv
">ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢିବାକୁ ଯାଉଥିବା ଦଳର ସମସ୍ତ ଲୋକସଭା ଓ ବିଧାନସଭାର ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା।
— Naveen Patnaik (@Naveen_Odisha) April 9, 2019
Wish my best to all @bjd_odisha candidates for first phase of #OdishaElections2019 & #LokSabhaElections2019. #GhareGhareSankha pic.twitter.com/zbQB7Bs0gvପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢିବାକୁ ଯାଉଥିବା ଦଳର ସମସ୍ତ ଲୋକସଭା ଓ ବିଧାନସଭାର ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା।
— Naveen Patnaik (@Naveen_Odisha) April 9, 2019
Wish my best to all @bjd_odisha candidates for first phase of #OdishaElections2019 & #LokSabhaElections2019. #GhareGhareSankha pic.twitter.com/zbQB7Bs0gv
ସୋସିଆଲ ମିଡିଆ ଟ୍ବିଟରରେ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବା ବିଜେଡିର ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢିବାକୁ ଯାଉଥିବା ଦଳର ସମସ୍ତ ଲୋକସଭା ଓ ବିଧାନସଭାର ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ