ETV Bharat / city

ଚାଲିଗଲେ ପ୍ରଥମ ରାଜ୍ୟ ନିର୍ବାଚନ କମିଶନ

author img

By

Published : Feb 12, 2022, 10:09 PM IST

ଚାଲିଗଲେ ଓଡିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନ ଦେବେନ୍ଦ୍ର କୁମାର ମିଶ୍ର । ୮୫ ବର୍ଷ ବୟସରେ ପରଲୋକ । ଅଧିକ ପଢନ୍ତୁ

ଚାଲିଗଲେ ପ୍ରଥମ ରାଜ୍ୟ ନିର୍ବାଚନ କମିଶନ
ଚାଲିଗଲେ ପ୍ରଥମ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନ ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ । ୮୫ ବର୍ଷ ବୟସରେ ଆଖି ବୁଜିଲେ ପ୍ରଥମ ନିର୍ବାଚନ କମିଶନ । ଆଜି(ଶନିବାର) ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ।

ରାଜ୍ୟର ପ୍ରଥମ ରାଜ୍ୟ ନିର୍ବାଚନ କମିଶନ ତଥା ଅବସରପ୍ରାପ୍ତ IAS ଦେବେନ୍ଦ୍ର କୁମାର ମିଶ୍ରଙ୍କ ଦିନ ୧୨ଟା ୩୦ ମିନିଟରେ ବିୟୋଗ ଘଟିଛି । କୋରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଦେବେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.