ETV Bharat / city

ଟିକା ନେଲେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ - first covid patient of odisha

ଟିକା ନେଲେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ । ବ୍ରହ୍ମେଶ୍ବର ପାଟଣା ସହରାଞ୍ଚଳ ହସ୍ପିଟାଲରେ ନେଲେ ପ୍ରଥମ ଡୋଜ । ଅଧିକ ପଢନ୍ତୁ...

first covid patient of odisha took vaccine in bhubaneswar
ଟିକା ନେଲେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ
author img

By

Published : Jun 17, 2021, 7:23 AM IST

ଭୁବନେଶ୍ବର: ଟିକା ନେଇଛନ୍ତି ରାଜ୍ୟର ପ୍ରଥମ କୋଭିଡ଼ ଆକ୍ରାନ୍ତ । ରାଜ୍ୟରେ ପ୍ରଥମେ ଚିହ୍ନଟ ହୋଇଥିବା କୋଭିଡ୍ ରୋଗୀ ଦେବାଶିଷ ଶ୍ରୀଚନ୍ଦନ ପ୍ରଥମ ଟିକା ନେଇଛନ୍ତି । ବ୍ରହ୍ମେଶ୍ବର ପାଟଣା ସହରାଞ୍ଚଳ ହସ୍ପିଟାଲରେ ସେ ପ୍ରଥମ ଡୋଜ ଟିକା ନେଇଛନ୍ତି । ଅନଲାଇନରେ ସ୍ଲଟ ବୁକ୍ କରି ସେ ଟିକା ନେଇଛନ୍ତି ।

ଟିକା ନେଲେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ

କୋରନାକୁ ହରାଇବା ଲାଗି ସମସ୍ତେ ଟିକା ନେବା ପାଇଁ ଅନୁରୋଧ କରିଛନ୍ତି ଦେବାଶିଷ । 2020 ମାର୍ଚ୍ଚ 16ରେ ରାଜ୍ୟର ପ୍ରଥମ କୋଭିଡ଼ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ । ପ୍ରଥମ ଆକ୍ରାନ୍ତ ଭାବେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ବରଗଡ଼ ଅଞ୍ଚଳରେ ରହୁଥିବା ଦେବାଶିଷ ଇଟାଲୀରୁ ଫେରି କୋରୋନାରେ ଆକ୍ରାନ୍ତ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.