ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, NOCକୁ ଅପେକ୍ଷା

author img

By

Published : May 20, 2022, 9:42 PM IST

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ସମୀକ୍ଷା ହୋଇଛି । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ସାମିଲ ହୋଇଛନ୍ତି ଡାକ୍ତରଖାନାର ବରିଷ୍ଠ ଅଧିକାରୀ, ଅଗ୍ନିଶମ ଅଧିକାରୀ ଓ ଟେକ୍ନିକାଲ ଟିମ ସଦସ୍ୟ । ଅଧିକ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, NOCକୁ ଅପେକ୍ଷା
କ୍ୟାପିଟାଲ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, NOCକୁ ଅପେକ୍ଷା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ସମୀକ୍ଷା ହୋଇଛି । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ସାମିଲ ହୋଇଛନ୍ତି ଡାକ୍ତରଖାନାର ବରିଷ୍ଠ ଅଧିକାରୀ, ଅଗ୍ନିଶମ ଅଧିକାରୀ ଓ ଟେକ୍ନିକାଲ ଟିମ ସଦସ୍ୟ । ଡାକ୍ତରଖାନାରେ କେଉଁଠି କଣ ଅସୁବିଧା ରହିଛି ଓ ତାହାର ସମାଧାନ ପାଇଁ କଣ ଆବଶ୍ୟକତା ରହିଛି, ତାକୁ ନେଇ ଆଲୋଚନା କରାଯାଇଛି ।

କ୍ୟାପିଟାଲ ହସ୍ପିଟାଲ ସର୍ବପୁରାତନ ହସ୍ପିଟାଲ । ଏମସିଏଚ ଗୋଟିଏ ବିଲ୍ଡିଂକୁ ଛାଡିଦେଲେ ଆଉ ସବୁ ପୁରୁଣା ଢାଞ୍ଚାରେ ହୋଇଛି । ଏଣୁ, ଫାୟାର ସେଫଟିକୁ ନେଇ ଯେଉଁସବୁ ଅଭାବ ରହିଛି ତାହା ଆଗାମୀ ୧୫ ଦିନରେ ପୂରଣ କରିବାକୁ କାମ ଆରମ୍ଭ ହୋଇଛି । ଏନେଇ ଆଜି(ଶୁକ୍ରବାର) ଅଗ୍ନିଶମ ବିଭାଗ ସହ ବୈଠକ ବସିଥିଲା । ଖୁବଶୀଘ୍ର କିଭଳି କ୍ୟାପିଟାଲ ହସ୍ପିଟାଲକୁ ଅଗ୍ନିଶମ ବିଭାଗ ପକ୍ଷରୁ ଏନଓସି ମିଳିବ ସେଥିପାଇଁ କାମ ଆରମ୍ଭ ହୋଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.