ETV Bharat / city

ବାଣ ଦୋକାନରେ ପୋଲିସର ଚଢାଉ, ଅଧିକ ଶଦ୍ଦଯୁକ୍ତ ବାଣ ଜବତ - ଆକ୍ସନ ମୋଡରେ କମିଶନରେଟ୍ ପୋଲିସ

ରାଜଧାନୀ ଭୁବନେଶ୍ବରସ୍ଥିତ ବିଭିନ୍ନ ବାଣ ଦୋକାନ ଉପରେ କମିଶନରେଟ ପୋଲିସର ଚଢାଉ । ଚଢାଉ ବେଳେ 125 ଡେସିମିଲରୁ ଅଧିକ ଶଦ୍ଦଯୁକ୍ତ ବାଣ ସହ ବିପୁଳ ପରିମାଣର ଚାଇନା ବାଣ ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 27, 2019, 8:20 AM IST

ଭୁବନେଶ୍ବର: ଦୀପାବଳି ପାଇଁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରସ୍ଥିତ ବିଭିନ୍ନ ବାଣ ଦୋକାନ ଉପରେ ଚଢାଉ କରାଯାଇଥିଲା । ଚଢାଉ ବେଳେ 125 ଡେସିମିଲରୁ ଅଧିକ ଶଦ୍ଦଯୁକ୍ତ ବାଣ ସହ ବିପୁଳ ପରିମାଣର ଚାଇନା ବାଣ ଜବତ ହୋଇଛି ।

Fire crackers seized in bhubaneswar
ବାଣ ଦୋକାନରେ ପଲ୍ୟୁସନ ବୋର୍ଡ, ଫାୟାର ଟିମ୍ ଓ କମିଶନରେଟ ପୋଲିସର ମିଳିତ ଚଢାଉ

ପଲ୍ୟୁସନ ବୋର୍ଡ, ଫାୟାର ଟିମ୍ ଓ କମିଶନରେଟ ପୋଲିସ ମିଳିତ ଭାବେ ଏହି ଚଢାଉ କରିଥିଲେ । ବରମୁଣ୍ଡା ନିକଟରୁ ଏହିସବୁ ବାଣ ଜବତ ହୋଇଛି ।

Fire crackers seized in bhubaneswar
ବାଣ ଦୋକାନରେ ଚଢାଉ
Fire crackers seized in bhubaneswar
125 ଡେସିମିଲରୁ ଅଧିକ ଶଦ୍ଦଯୁକ୍ତ ବାଣ ଜବତ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବରମୁଣ୍ଡାରୁ ବାଣ ଜବତBody:୧୨୫ ଡେସିମଲରୁ ଅଧିକ ଶବ୍ଦର ବାଣକୁ ଜବତ କରିଛି କମିସନରେଟ ପୋଲି।ପଲୁସନ ବୋର୍ଡ,ଫାୟାର ଟିମ ଓ କମିସନରେଟ ପୋଲିସର ମିଳିଚ ଚଢାଉ ରେ ବିଭିନ୍ନ ବାଣ ଦୋକାନ ଉପରେ ଚଢାଉ କକି ବିପୁଳ ପରିମାଣର ଚାଇନା ବାଣ ଓ ଅଧିକ ଶବ୍ଧ କରୁଥିବା ଆତସବାଜି ଜବତ କରାଯାଇଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.