ETV Bharat / city

Fire Incident: ରାଜଧାନୀରେ ଚଳନ୍ତା ବୁଲେଟରେ ଲାଗିଲା ନିଆଁ

author img

By

Published : Sep 26, 2022, 9:16 PM IST

ମାର୍କେଟ ବିଲ୍ଡିଂ ପଛପଟ ରାସ୍ତାରେ ଅଘଟଣ । ଚଳନ୍ତା ବୁଲେଟରେ ଲାଗିଲା ନିଆଁ । ଅଧିକ ପଢନ୍ତୁ

Fire Incident : ରାଜଧାନୀରେ ଚଳନ୍ତା ବୁଲେଟରେ ଲାଗିଲା ନିଆଁ

ଭୁବନେଶ୍ବର: ରାଜଧାନୀରେ ଆଜି (ସୋମବାର) ଅପରାହ୍ନରେ ଚଳନ୍ତା ବୁଲେଟରେ ଲାଗିଲା ନିଆଁ (Fire catches running Bike at Market Building square) । ଜୀବନ ବଞ୍ଚାଇ ଦୌଡିଲେ ଗାଡିଚାଳକ । ମାର୍କେଟ ବିଲ୍ଡିଂ (Fire incident at Market Building square) ପଛପଟ ରାସ୍ତାରେ ଏଭଳି ଅଘଟଣ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଏହା ବି ପଢନ୍ତୁ- ଟ୍ବିନ ସିଟିରେ ମେଟ୍ରୋ ସେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା

ଯୁବକ ଜଣକ ବାଇକ ଚଲାଉଥିବା ସମୟରେ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ରାସ୍ତା ମଝିରେ ଗାଡି ରଖି ଦୌଡିବାକୁ ଲାଗିଥିଲେ ଯୁବକ । ବୁଲେଟ ସହ ହେଲମେଟ ମଧ୍ୟ ଜଳିଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହାନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କିପରି ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.