ETV Bharat / city

ଲକଡାଉନରେ ବିକ୍ଷୋଭ କରି ଫସିଲେ, ମାମଲା ରୁଜୁ କଲା ବିଏମସି

author img

By

Published : Jul 3, 2020, 9:13 PM IST

କୋରୋନା ଲକଡାଉନ କଟକଣା ସମୟରେ ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଓ ଧାରଣା ନେଇ ବିଏମସି ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ମାମଲା ରୁଜୁ କଲା ବିଏମସି । ଅଧିକ ପଢନ୍ତୁ...

ଲକଡାଇନ ନିୟମ ଉଲଙ୍ଘନ, ରାଜନୈତିକ ଦଳ ନାଁରେ ମାମଲା

ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ନେଇ ବିଏମସି ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । କୋରୋନା ଲକଡାଉନ କଟକଣା ସମୟରେ ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଓ ଧାରଣା ନେଇ ବିଏମସି ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ମାମଲା ରୁଜୁ କଲା ବିଏମସି ।

FIR Lodged Against Political Parties For Violating COVID-19 Guidelines

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଅନୁଯାୟୀ, ସଭାସ୍ଥଳ କିମ୍ବା କୌଣସି ସ୍ଥାନରେ ଏକତ୍ରିତ ହେବା ସମ୍ପୂର୍ଣ୍ଣ ବେଆଇନ । ପୂର୍ବରୁ ରାଜନୈତିକ ଦଳଙ୍କର ବିକ୍ଷୋଭ ପରେ ଜୋରିମାନା କରାଯାଇଛି । ଆଗକୁ ମଧ୍ୟ ଜୋରିମାନା ଆଦାୟ ହେବ । ତେବେ ବିଭିନ୍ନ ଦଳର ବିକ୍ଷୋଭ ନେଇ ଶୁକ୍ରବାର ଭୁବନେଶ୍ବର ବିଭିନ୍ନ ଥାନାରେ ବିଏମସି ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.