ETV Bharat / city

କୁକୁର ପାଇଁ IASଙ୍କ ଗୁଣ୍ଡାଗର୍ଦ୍ଦି, ସହିଦନଗର ଥାନାରେ ଏତଲା - ଖାଦ୍ୟ ଯୋଗାଣ ବିଭାଗର ସଚିବ

ଖାଦ୍ୟ ଯୋଗାଣ ବିଭାଗର ସଚିବ ତଥା IAS ଭିଭି ଯାଦବଙ୍କ ନାଁରେ ମାଡ ମାରିଥିବା ଅଭିଯୋଗ । ତେବେ ତାଙ୍କ ଘର ସାମ୍ନାରେ କୁକୁର ଚାଲିଯିବାରୁ ଜଣେ ସାଧାରଣ ଲୋକକୁ ନିସ୍ତୁକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କୁକୁର ପାଇଁ IASଙ୍କ ଗୁଣ୍ଡାଗର୍ଦ୍ଦି, ସହିଦନଗର ଥାନାରେ ଏତଲା

author img

By

Published : Apr 21, 2021, 1:52 PM IST

ଭୁବନେଶ୍ବର: ସୀମା ଟପିଲେ ଓଡିଶାର ପ୍ରଶାସନିକ ଅଧିକାରୀ । IAS ଭିଭି ଯାଦବଙ୍କ ନାଁରେ ମାଡ ମାରିଥିବା ଅଭିଯୋଗ । ନିଜ ପତ୍ନୀ ଓ ସିକ୍ୟୁରିଟ ଗାର୍ଡ ଜରିଆରେ ଜଣେ ସାଧାରଣ ଲୋକକୁ ମାଡ ମାରିଛନ୍ତି IAS । ତାହାପୁଣି ତାଙ୍କ ଘର ସାମ୍ନାରେ କୁକୁର ଚାଲିଯିବାରୁ । ତେବେ ମାଡ ଖାଇଥିବା କାଳୁ ଚରଣ ପରିଡା ନାମକ ବ୍ୟକ୍ତି ଏନେଇ IASଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଓ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ।

କୁକୁର ପାଇଁ IASଙ୍କ ଗୁଣ୍ଡାଗର୍ଦ୍ଦି, ସହିଦନଗର ଥାନାରେ ଏତଲା

ପ୍ରକାଶଥାଉକି, IAS ଭିଭି ଯାଦବ, ଖାଦ୍ୟ ଯୋଗାଣ ବିଭାଗର ସଚିବ ଅଛନ୍ତି । ତେବେ ଅଭିଯୋଗକାରୀ ଜଣକ ସରକାରୀ ଜନସ୍ବାସ୍ଥ୍ୟ ବିଭାଗର ପିଅନ ଭାବେ କାର୍ଯ କରନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.