ETV Bharat / city

ଦୁର୍ବ୍ଯବହାର କଲେ ପୋଲିସ କମିସନର, କ୍ୟାପିଟାଲ ଥାନାରେ ଏତଲା - କ୍ୟାପିଟାଲ ଥାନାରେ ଏତଲା

ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ପେଟ୍ରୋଲିୟମ ଡିଲର ଆସୋସିଏସନ କ୍ୟାପିଟାଲ ଥାନାରେ ଏତଲା ଦେଇଛି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 26, 2019, 9:34 PM IST

Updated : Oct 26, 2019, 11:03 PM IST

ଭୁବନେଶ୍ବର: ମୋ ସରକାର ଯୋଜନାକୁ ଶକ୍ତ ଧକ୍କା । ଅସନ୍ତୋଷ ବ୍ୟକ୍ତ କଲେ ସାଧାରଣ ଲୋକେ। ପୋଲିସ କମିସନର ଦେଖାଇଲେ ଦୁର୍ବ୍ୟବହାର । ଠେଲା ମାରିଲେ ଓ କାଗଜ ଫୋପାଡି ଅସଭ୍ୟ ବ୍ୟବହାର ଦେଖାଇଲେ । ଏପରି ସଙ୍ଗୀନ ଅଭିଯୋଗ ଆଣିଛି ପଟ୍ରୋଲିୟମ ଡିଲର ଆସୋସିଏସନ । ଏନେଇ ସଙ୍ଘ ପକ୍ଷରୁ ପୋଲିସ କମିସନରଙ୍କ ବିରୋଧରେ ଥାନାରେ ହୋଇଛି ଅଭିଯୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ୨୧ ତାରିଖରେ ପଟ୍ରୋଲ ପମ୍ପ ସମପର୍କିତ ସମସ୍ୟା ନେଇ ପୋଲିସ କମିସନରଙ୍କୁ ଦେଖା କରିବାକୁ କମିସନରେଟ ମୁଖ୍ଯାଳୟ ଯାଇଥିଲେ ସଙ୍ଘ କର୍ମକର୍ତ୍ତା । ଯେଉଁଠି କମିସନରଙ୍କ ଚାମ୍ବର ସାମ୍ନାରେ ସଙ୍ଘର ସଭାପତି ସୁଧାଁଶୁ ଶେଖର ସାହୁ ଏନେଇ ମେମୋରାଣ୍ଡମ ବଢାଇ ନିଜର ସମସ୍ଯା ସମ୍ପର୍କରେ କହିବା ବେଳେ କମିସନର ନଶୁଣି ତାଙ୍କର ମେମୋରାଣ୍ଡମକୁ ଫୋପାଡିବା ସହ ତାଙ୍କୁ ଠେଲି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ସଙ୍ଘର କର୍ମକର୍ତ୍ତା ତାଙ୍କୁ ଦୁର୍ବ୍ଯବହାର ହୋଇଥିବା ନେଇ ପ୍ରତିକ୍ରିୟା ରଖି ଅଭିଯୋଗ ଉଠାଇଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କମିସନର । କହିଛନ୍ତି ବ୍ୟସ୍ତତା ଯୋଗୁଁ ତାଙ୍କୁ ପରେ ଆସିବାକୁ କହି କଟକ ର ଏକ କାର୍ଯକ୍ରମରେ ଯୋଗଦେବାକୁ ଯାଇଥିଲି।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ସହିତ ସେଭଳି କିଛି ଆଚରଣ କରିନାହିଁ । ପୋଲିସର ବ୍ଯସ୍ତତା ବୁଝିବା ଦରକାର ବୋଲି କହିଛନ୍ତି ପୋଲିସ କମିସନର। ତେବେ କମିସନରଙ୍କ ଏପରି ଆଚରଣ କରିଛନ୍ତି ? ନା ତାଙ୍କ ବିରୋଧରେ ଏକ ପ୍ରାୟୋଜିତ ଅଭିଯୋଗ ଅଣାଯାଇଛି ।

ତେବେ ସେଠାରେ ଲାଗିଥିବା ସିସିଟିଭି ହିଁ ସମସ୍ତ ପ୍ରମାଣ ଦେବ ବୋଲି ଅଭିଯୋଗକାରୀ କହିଛନ୍ତି । ତେବେ ପୋଲିସ କମିସନରେଟ କାର୍ଯାଳୟରୁ ସମ୍ପୃକ୍ତ ସିସିଟିଭି ଫୁଟେଜ ଜାରି କରିବ କି ? ନା ଅଭିଯୋଗକୁ ଭିତ୍ତିକରି କମିସନରେଟ ପୋଲିସ କମିସନରଙ୍କ ବିରୋଧରେ ମାମଲା ଦାଏର କରିବ ଦେଖିବାକୁ ବାକି ରହିଲା ।

ଭୁବନେଶ୍ବର ତାପସ ପରିଡା, ଇଟିଭି ଭାରତ

Intro:ଦୁର୍ବ୍ଯବହାର କଲେ ପୋଲିସ କମିସନର,
କ୍ଯାପିଟାଲ ଥାନାରେ ହେଲା ଅଭିଯୋଗBody:

ମୋ ସରକାର ଯୋଜନାକୁ ଶକ୍ତ ଧକ୍କା। ଅସନ୍ତୋଷ ବ୍ଯକ୍ତ କଲେ ସାଧାରଣ ଲୋକ।ପୋଲିସ କମିସନରେ ଦେଖାଇଲେ ଦୁର୍ବ୍ଯବହାର।ଠେଲା ମାରିଲେ ଓ କାଗଜ ଫୋପାଡି ଅସଭ୍ଯ ବ୍ଯବହାର ଦେଖାଇଲେ। ଏପରି ଅଭିଯୋଗ ଆଣିଛି ପଟ୍ରୋଲିୟମ ଡିଲର ଆସୋସିଏସନ। ଏନେଇ ସଙ୍ଘ ପକ୍ଷରୁ ପୋଲିସ କମିସନରଙ୍କ ବିରୋଧରେ ଥାନାରେ ହୋଇଛି ଅଭିଯୋଗ । ଅଭିଯୋଗ ଆଧାରରେ ଗତ ୨୧ ତାରିଖରେ ପଟ୍ରୋଲପମ୍ପ ସମପର୍କିତ ସମସ୍ଯା ନେଇ ପୋଲିସ କମିସନରଙ୍କୁ ଦେଖା କରିବାକୁ କମିସନରେଟ ମୁଖ୍ଯାଳୟ ଯାଇଥିଲେ ସଙ୍ଘ ଓ କର୍ମକର୍ତା। ଯେଉଁଠି କମିସନରଙ୍କ ଚାମ୍ବର ସାମ୍ନାରେ ସଙ୍ଘର ସଭାପତି ସୁଧାଁଶୁ ଶେଖର ସାହୁ ଏନେଇ ମେମୋରାଣ୍ଡମ ବଢାଇ ନିଜର ସମସ୍ଯା ସମ୍ପର୍କରେ କହିବା ବେଳେ କମିସନର ନଶୁଣି ତାଙ୍କର ମୋମୋରାଣ୍ଡମକୁ ଫୋପାଡିବା ସହ ତାଙ୍କୁ ଠେଲିଦେଇଥିଲେ।ଯାହାକୁ ନେଇ ସଙ୍ଘର କର୍ମକର୍ତା ତାଙ୍କୁ ଦୁର୍ବ୍ଯବହାର ହୋଇଥିବା ନେଇ ପ୍ରତିକ୍ରିୟା ରଖି ଅଭିଯୋଗ ଉଠାଇଛନ୍ତି।ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କମିସନର କହିଛନ୍ତି ବ୍ଯସ୍ତତା ଯୋଗୁଁ ତାଙ୍କୁ ପରେ ଆସିବାକୁ କହି କଟକ ର ଏକ କାର୍ଯକ୍ରମରେ ଯୋଗଦେବାକୁ ଯାଇଥିଲି। ସେଭଳି କିଛି ଆଚରଣ କରିନାହିଁ ପୋଲିସର ବ୍ଯସ୍ତତା ବୁଝିବା ଦରକାର ବୋଲି କହିଛନ୍ତି ପୋଲିସ କମିସନର।ତେବେ କମିସନରଙ୍କ ଏପରି ଆଚରଣ କରିଛନ୍ତି।ନା ତାଙ୍କ ବିରୋଧରେ ଏକ ପ୍ରାୟୋଜିତ ଅଭିଯୋଗ ଅଣାଯାଇଛି।ଯାହାକୁ ନେଇ ସେଠାରେ ଲାଗିଥିବା ସିସିଟିଭି ହିଁ ପ୍ରମାଣ ଦେବ ବୋଲି ଅଭିଯୋଗକାରି ପ୍ରଶ୍ନ ଉଠାଇଛନ୍ତି।ତେବେ ପୋଲିସ କମିସନରେଟ କାର୍ଯାଳୟରୁ ସମ୍ପୃକ୍ତ ସିସିଟିଭି ଫୁଟେଜ ଜାରି କରାଯିବକି ନା ଅଭିଯୋଗକୁ ଭିତିକରି କମିସନରେଟ ପୋଲିସ କମିସନରଙ୍କ ବିରୋଧରେ ମାମଲା ଦାୟର କରିବ।Conclusion:ବାଇଟ-ଶଂଶାଙ୍କ ସେଖର ସାହୁ,ସଭାପତି ପେଟ୍ରୋଲିୟମ ଡିଲର ଆସୋସିଏସନ
ବାଇଟ-ସୁଧାଂଶୁ ଷରଙ୍ଗି ପୋଲିସ କମିସନର
Last Updated : Oct 26, 2019, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.